କାର୍କୁ ଧକ୍କା ଦେଲା ଟ୍ରକ୍ : ୨ ମୃତ, ୨ ଗୁରୁତର
ଅନୁଗୁଳ : ପୁରୀରୁ ଜଗା ଦର୍ଶନ ଶେଷ କରି ଫେରୁଥିବା ବେଳେ ଏକ କାର୍କୁ ଟ୍ରକ୍ ଧକ୍କା ଦେବା ଫଳରେ ଏଥିରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା' ଝିଅ ଗୁରୁତର ହୋଇଥିବା ଜଣାପଡିଛି । ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ସର୍ଗିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି ।!-->…
Read More...
Read More...