Browsing Tag

anugul news

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ : ଚାଲିଗଲା ୩ ଜୀବନ

ଅନୁଗୁଳ : ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଏକ ବାଇକକୁ ପରିବା ବୋଝେଇ ପିକଅପ ଭ୍ୟାନ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ କୁଳେଇ ଗାଁର ସିପୁ ପ୍ରଧାନ, ସୁନୀଲ ସାହୁ ଓ ମାନସ ବେହେରା । କୁଳେଇ ଗାଁର କିଛି ଯୁବକ ମୋଟର ସାଇକେଲରେ ଜରପଡା ଆଡକୁ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଜରପଡ଼ା ଥାନା ଅଧୀନ ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ତୁବେ ପଞ୍ଚାୟତର ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ତୁବେ ପଞ୍ଚାୟତ ଅଧୀନ କୁଲେଇ ଗ୍ରାମର…
Read More...

ଗଞ୍ଜେଇ ଚୋରା ଚାଲାଣ : ୬ ଗିରଫ

ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା । ଦୁଇଟି ପୃଥକ ସ୍ଥାନରେ ଚଢାଉ କରି ମୋଟ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଚୋରା ଚାଲାଣରେ ବ୍ୟବହୃତ ଏକ କାର୍‌ ଓ ବୋଲେରୋକୁ ଜବତ କରିବା ସହ ୬ ଜଣ ଅଭିଯୁକ୍ତ ବନ୍ଧା ହୋଇଛନ୍ତି । ସୂଚନା ଅନୁଯାୟୀ ଅଭିଯୁକ୍ତମାନେ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଇଲାକା ମରାତିରା ହାଟଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ମରାତିରା ଗ୍ରାମର ମୂଳିଆ ସାହୁ (୭୮) ବୋଲି ଜଣାପଡିଛି । ସୂଚନାନୁଯାୟୀ, ମରାତିରା ଗ୍ରାମର ମୂଳିଆ ସାହୁ ଆଜି…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ କୁରୁଡୁଲ ନୂଆପଡାଠାରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କୁରୁଡୁଲ ଗ୍ରାମର ସିଦ୍ଧାର୍ଥ ପ୍ରଧାନ(୩୩) ବୋଲି…
Read More...

ଜମି ବିବାଦକୁ ନେଇ ଠେଙ୍ଗା ମାଡ଼ରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜମି ବିବାଦକୁ ନେଇ ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗାଁରେ । ମୃତକ ଜଣକ ହେଲେ ଯୁଧିଷ୍ଠିର ପ୍ରଧାନ(୬୦) । ସୂଚନା ଅନୁସାରେ, ଘରକୁ ଲାଗିଥିବା…
Read More...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୁଳ : ଅନୁଗୁଳ ବ୍ଲକ ବସଲା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ସିଦ୍ଧେଶ୍ୱର ସେଠୀ । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପୂର୍ବାହ୍ନରେ ସିଦ୍ଧେଶ୍ୱର ବଉଳି ନାଳ ନିକଟକୁ କାଠ ଆଣିବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରି ନଥିଲେ ।…
Read More...

ତାଳଚେର ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ : ଟିଏଫ୍‌ଏଲ୍ ପ୍ଲାଣ୍ଟର ଅଗ୍ରଗତି ସମ୍ପର୍କରେ କରିବେ ସମୀକ୍ଷା

ଅନୁଗୁଳ : ଶନିବାର ତାଳଚେର ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ । ଟିଏଫ୍‌ଏଲ୍ ପ୍ଲାଣ୍ଟର ଅଗ୍ରଗତି ସମ୍ପର୍କରେ କରିବେ ସମୀକ୍ଷା । ଅନୁଗୁଳ ତାଳଚେରରେ ନୂତନ ଭାବେ ନିର୍ମାଣଧିନ ତାଳଚେର ଫଟିଲାଇଜର ଲିମିଟେଡ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା କରିବାକୁ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା…
Read More...

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ

ଅନୁଗୁଳ /ବାରିପଦା : ଆଜି ଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି । ଏହି ଗଣନା କାର୍ଯ୍ୟରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ମଧ୍ୟ କୁମ୍ଭୀର ଗଣନା…
Read More...

ସାତକୋଶିଆ ଅଭୟାରଣ୍ୟରେ କଲରାପତରିଆ ବାଘର ମୃତ୍ୟୁ

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟର ରାଇଗୁଡାଠାରେ ଫାଶରୁ ମୁକୁଳାଇ ରଖାଯାଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ ଏହି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଯାହାକି ସାତକୋଶିଆ ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Read More...