Browsing Tag

anugul news

କେନ୍ଦ୍ର କୋଇଲା ସଚିବ ଏବଂ କୋଲଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ

ଅନୁଗୁଳ, (କେପିଏନ୍‌ଏସ୍‌) : କେନ୍ଦ୍ର କୋଇଲା ସଚିବ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ୨୯ ଡିସେମ୍ବର ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ । ଏହି ଅବସରରେ ଜିନ୍ଦଲ ଷ୍ଟିଲ…
Read More...

ଆଜି ଅନୁଗୁଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ଅବସରରେ ୧୮୦୫ କୋଟି ଟଙ୍କାର ମୋଟ ୨୩ଟି ପ୍ରକଳ୍ପର ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ଜଣ…
Read More...

୨୯ରେ ମୁଖ୍ୟମନ୍ତ୍ରୀଙ୍କ ତାଳଚେର ଗସ୍ତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୯ ତାରିଖରେ ତାଳଚେର ଗସ୍ତରେ ଆସିବେ । ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର…
Read More...

ଜିନ୍ଦଲ ପାନ୍ଥର କପ୍୨୦୨୨ : ମହିଳା ବର୍ଗରେ ଡେୟର ଡେଭିଲ୍ସ ଚମ୍ପିୟାନ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ୱାରା ଆୟୋଜିତ ଆନ୍ତବିଭାଗୀୟ ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଗତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚରେ ସୁରକ୍ଷା ବିଭାଗର ଖେଳାଳିଙ୍କୁ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ବସ୍ ଚାଳକ ଅଟକ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଥାନା ନିକଟ ମାଉସୀ ମା' ମନ୍ଦିର ସାମ୍ନାରେ ଗୁରୁବାର ସକାଳେ ଏକ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ସହର ଉପକଣ୍ଠ କୁଶାସିଙ୍ଗା ଗ୍ରାମର ଧନେଶ୍ୱର ବେହେରା । ଧନେଶ୍ୱର ଜଣେ କାଠ ମିସ୍ତ୍ରୀ । ସହର ଉପକଣ୍ଠ…
Read More...

ଖେଲୋ ଇଣ୍ଡିଆରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ/ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେରଳର କୋଝିକୋଡ଼ ସ୍ଥିତ ଭିକେ କୃଷ୍ଣ ମୋହନ ଇଣ୍ଡୋର ଷ୍ଟାଡିୟମରେ ଭାରତ ସରକାରଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ ଅନୁଷ୍ଠିତ ହୋଇଯାଇଛି । ଉଷୁ ସଂଘର ରାଜ୍ୟ ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ ଏବଂ ସାଧାରଣ ସମ୍ପାଦକ…
Read More...

ଭୁଜାଲି ଦେଖାଇ ଟଙ୍କା ଲୁଟ୍‌ ଅଭିଯୋଗ

ଅନୁଗୁଳ : ଭୁଜାଲି ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଲୁଟ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗ୍ରାହକ ସେବା କେନ୍ଦ୍ର କରି ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ଗତକାଲି ଆନନ୍ଦ…
Read More...

ହେଲିକପ୍ଟର ପାଇଲଟ ଟ୍ରେନିଂରେ ପ୍ରଥମ ଅନୁଗୁଳ ମାଟିର ପୁଅ ସତୀଶରାଜ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଭାରତୀୟ ନୌସେନାରେ ଯୁବ ଲେପ୍ଟନାଣ୍ଟ୍‌ ଅଫିସର୍‌ ଭାବେ କାର୍ଯ୍ୟରତ ଅନୁଗୁଳ ହେମସୁରପଡ଼ାର ସତୀଶରାଜ ପ୍ରଧାନ ତାମିଲନାଡୁର ଆଇଏନ୍‌ଏସ୍‌ ରାଜାଲି ନାଭାଲ ଏୟାର୍‌ ଷ୍ଟେସନରେ ୯୯ ଏଚ୍‌ସିସି କୋର୍ସର ଦୀକ୍ଷାନ୍ତ ସମୋରାହରେ ସମ୍ମାନିତ ହୋଇଛନ୍ତି । ଶୁକ୍ରବାର…
Read More...

ସାଇବର ଠକେଇର ଶିକାର ହେଲେ ଏଏସଆଇ ରବୀନ୍ଦ୍ର ଦାସ : ଆକାଉଣ୍ଟରୁ ଗାଏବ ହୋଇଗଲା ୭୧ ହଜାର

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲାରେ ମାତିଛନ୍ତି ସାଇବର୍ ଠକ । ଏଥର ଠକେଇର ଶିକାର ହେଲେ ଏଏସଆଇ ରବୀନ୍ଦ୍ର ଦାସ । ପିଟିସି ଟ୍ରେନିଂ କଲେଜରେ ଏଏସଆଇ ଟ୍ରେନିଂ କରୁଥିବା ଏହି ଏଏସଆଇ ରବୀନ୍ଦ୍ର ଦାସଙ୍କ ଠାରୁ ସାଇବର ଠକ ୭୧ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । …
Read More...

ଜେଏସପି ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୨ ପାଳିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜେଏସପି ଫାଉଣ୍ଡେସନ ଦ୍ୱାରା ପରିଚାଳିତ 'ଆଶା ଦି ହୋପ' ପକ୍ଷରୁ ଅନୁଗୋଳ ଜିଲ୍ଲାର ବେଣାଗାଡିଆ ହାଇସ୍କୁଲରେ ୨୦୨୨ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ (ଆଇଡିପିଡବ୍ଲୁଡି) ପାଳିତ କରାଯାଇଛି । ଆଇଡିପିଡବ୍ଲୁଡିର ୨୦୨୨ ନିମନ୍ତେ ଆଧାରିତ ଥିମ୍ 'ଅନ୍ତର୍ଭୂକ୍ତ…
Read More...