Browsing Tag

anugul news

ଘୋଡାଗାଡି ଜଙ୍ଗଲରୁ ଦନ୍ତାହାତୀ ମୃତଦେହ ଠାବ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ବିଟ୍ ରାମିଆଗୁଡା ଖେସରା ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଠାବ ହୋଇଥିବା ଖବର ମିଳିଛି । ହାତୀଟିକୁ କେହି ଗୁଳି କରି ମାରିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ…
Read More...

ତାଳଚେର ହନୁମାନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଶୁକ୍ରବାର ତାଳଚେର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନ ପ୍ରାୟ ସାଢେ ୧୦ଟାରେ ଧର୍ମେନ୍ଦ୍ର ପ୍ରଧାନ ଗୋଡିବନ୍ଧ ଛକରୁ ଏକ ମଟର ସାଇକେଲ ରାଲିରେ ଗୁରୁଜାଙ୍ଗ ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେହିଠାରେ ହନୁମାନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା…
Read More...

ଜେଏସ୍‌ପି ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ଏଡ୍‌ସ ଦିବସ ୨୦୨୨ ପାଳିତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେସନ, ଜିଲ୍ଲା ଏଡ୍‌ସ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ (ଡିଏପିଏସ୍‌ୟୁ) ଏବଂ ଅନ୍ୟମାନଙ୍କ ସହଯୋଗରେ ବିଶ୍ଵ ଏଡ୍‌ସ ଦିବସ ୨୦୨୨ ପାଳିତ ହୋଇଯାଇଛି । …
Read More...

ଭାଲୁ ଆକ୍ରମଣରେ ଚାଷୀ ମୃତ

ଅନୁଗୁଳ : ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚାଷୀ ଜଣଙ୍କ ଜୟ ସାହୁ (୫୪) ବୋଲି ଜଣାପଡିଛି । ସୂଚନା ମୁତାବକ, ସୋମବାର ଅପରାହ୍ନ ସାଢେ ୩ଟା ବେଳେ ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ…
Read More...

ଆମ୍ବୁଲାନ୍ସରୁ ନାଗସାପ ଉଦ୍ଧାର

ଅନୁଗୁଳ : ଆମ୍ବୁଲାନ୍ସରୁ ନାଗସାପ ଉଦ୍ଧାର । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ । ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡ଼ି କୋଶଳା, ନାଣ୍ଡିଛୋଡ଼ ଅଞ୍ଚଳରୁ ଫେରୁଥିଲା । ଜଙ୍ଗଲ ରାସ୍ତାରେ ଯାଉଥିବା…
Read More...

୬୦ ଗ୍ରାମ ବ୍ରାଉନସୁଗର ଜବତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅବକାରୀ ବିଭାଗ ଚଢାଉ କରି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏହା ସହିତ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦର ସୌଭାଗ୍ୟ ସୁବୁଦ୍ଧି ଓରଫ ସନା । ଅବକାରୀ…
Read More...

ଟ୍ରେନ୍‌ ଲାଇନ୍‌ରୁ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଚଣ୍ଡିବଜାର ନିକଟସ୍ଥ ଟ୍ରେନ୍‌ ଲାଇନ୍ ଉପରେ ଜଣଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ମୃତବ୍ୟକ୍ତି ଜଣକ ହେଲେ ବାବୁଲି ବେହେରା । ତାଙ୍କର ବୟସ ୩୨ ବର୍ଷ ହେବ ବୋଲି ଜଣାପଡିଛି । ସେ ଫରେଷ୍ଟ କଲୋନୀରେ ରହୁଥିଲେ । ତେବେ କେଉଁ କାରଣରୁ ସେ…
Read More...

ଆଇସିକ୍ୟୁସିସି –୨୨ : ଜିନ୍ଦଲଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ୍ଣ ପଦକ ହାସଲ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣୀ) : ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନେସନାଲ କନଭେନସନ ଅନ କ୍ଵାଲିଟି କଣ୍ଟ୍ରୋଲ ସର୍କଲସ – ୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଉତ୍କୃଷ୍ଟ ପ୍ରଦର୍ଶନ । ନଭେମ୍ବର ୧୫ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା…
Read More...

ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ପୁସ୍ତକ ମେଳା ୨୦୨୨ ଆୟୋଜିତ

ଅନଗୁଳ, (ଆର୍ତ୍ତତ୍ରାଣ ପାଣି) : ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିବା ଦୁଇ ଦିବସୀୟ ପୁସ୍ତକ ମେଳାରେ ବିଭିନ୍ନ ପାଠ୍ୟ ପୁସ୍ତକ ସାଙ୍ଗକୁ ଛାତ୍ରମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗଳ୍ପ ଏବଂ ଏକାଙ୍କିକା ପୁସ୍ତକ ପ୍ରଦର୍ଶିତ କରାଯାଇଥିଲା । ସ୍କୁଲ କାର୍ଯ୍ୟ ସମିତିର ଅଧ୍ୟକ୍ଷ…
Read More...

‘ଆମେ ଓଡ଼ିଆ’ର ‘ବାଜି ରାଉତ ଜାତୀୟ ଫୁଟବଲ କପ୍‌ ଟୁର୍ଣ୍ଣାମେଣ୍ଟ’ : ଫାଇନାଲରେ ପରସ୍ପରକୁ ଭେଟିବେ ଗୋଆ ଓ ରାଜସ୍ଥାନର…

ଆଜି ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଆସାମର ବୋଡୋଲ୍ୟାଣ୍ଡ ବିଜୟୀଆସନ୍ତା ୮ ତାରିଖରେ ତାଳଚେର ଏମ୍‌ସିଏଲ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏବଂ ରାଜସ୍ଥାନ ୟୁନାଇଟେଡ଼ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଦେଶର…
Read More...