Browsing Tag

anugul news

ହିନ୍ଦୋଳ ବନଦୁର୍ଗା ମନ୍ଦିର ଓ ବଅଁରପାଳ ତଳମୂଳ ସ୍ଥିତ ଦୁର୍ଗା
ମାଧବ ମନ୍ଦିରରେ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
…

ବଅଁରପାଳ ବ୍ଲକ ତଳମୂଳ ଶନିଶ୍ଚର ମନ୍ଦିରରେ କଲେ ଦର୍ଶନସମସ୍ତଙ୍କ କଲ୍ୟାଣ ଓ ମଙ୍ଗଳ ପାଇଁ ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ/ଢେଙ୍କାନାଳ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଓ ଢେଙ୍କାନାଳ ଗସ୍ତରେ ଥିବା ବେଳେ ବିଭିନ୍ନ ମନ୍ଦିର ଦର୍ଶନ କରିବା…
Read More...

ନିଜ ମାଁକୁ ପିଟି ପିଟି ହତ୍ୟା କଲା ପୁଅ : ଅଭିଯୁକ୍ତ ଗିରଫ

ଅନୁଗୁଳ : ନିଜ ମାଁକୁ ପିଟି ପିଟି ହତ୍ୟା କଲା ପୁଅ । କୌଣସି କାରଣକୁ ନେଇ ମାଁ ପୁଅଙ୍କ ଭିତରେ ବଚସା ହୋଇଥିଲା । ପରେ ମାଁକୁ ନିର୍ମତ ଭାବରେ ହତ୍ୟା କରିଛି ପୁଅ । ପୁଅ ସରୋଜ ନାଏକ ନିଜ ମାଁ ଲତା ନାଏକ(୭୦)ଙ୍କୁ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନୁଗୁଳ ଟାଉନ…
Read More...

ପୁଷ୍ଟିହୀନତା ଦୂର ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସାତକୋଶିଆ-ଟିକରପଡା ଅଂଚଳରେ ସ୍ନେହ…

ପୁଷ୍ଟିହୀନତା ଦୂର ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସାତକୋଶିଆ-ଟିକରପଡା ଅଂଚଳରେ ସ୍ନେହ ପ୍ରକଳ୍ପ ଆରମ୍ଭବନ ବିଭାଗର ସହଭାଗିତାରେ ଆରମ୍ଭ, ଉପକୃତ ହେବେ ୭୦୦ରୁ ଅଧିକ ପରିବାରଅସହାୟଙ୍କୁ ମିଳିବ ସହାୟତା, ମଣିଷ-ବନ୍ୟଜନ୍ତୁ ବିବାଦ କମିବ ଅନୁଗୁଳ : ନବୀନ…
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଛେଣ୍ଡିପଦା : ଅନୁଗୁଳ - ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁଦୁପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଜୀବନ ହରାଇଛନ୍ତି । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଗତରାତିରେ କୁଦପାଳ ଗାଁର…
Read More...

ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଗଡ଼ନାୟକ(୬୨)ଙ୍କ ମୃତଦେହ ଉଦ୍ଧାର । ନିଜ ବାସଭବନ ତଳୁ ଏହା ଉଦ୍ଧାର କରାଯାଇଛି । ତାଙ୍କର ମୁଣ୍ଡ ଓ ଗୋଡ଼ରେ ଖଣ୍ଡିଆଖାବରା ଦାଗ ରହିଥିବା ଜଣାପଡିଛି । ସେ ଗତକାଲି ରାତିରେ ଛାତ…
Read More...

ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା କାଣ୍ଡ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା ଅଭିଯୋଗ । ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡା ଏବଂ ଭୁଜାଲୀରେ ଆକ୍ରମଣ କରିଛନ୍ତି । ଆହତ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।…
Read More...

ହାତୀ ଆକ୍ରମଣରେ ଚାଲିଗଲେ ଦୁଃଶାସନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଆଜି ସକାଳେ ହାତୀ ଆକ୍ରମଣରେ ତୁଳସୀପାଳ ଗ୍ରାମର ଦୁଃଶାସନ ଗୋଛାୟତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଦୁଃଶାସନ (୫୫) ଆଜି ପାହାନ୍ତାରେ ଘର ବାହାରକୁ ଯାଇଥିବା ବେଳେ ହଠାତ୍ ଏକ ହାତୀ ତାଙ୍କୁ ପାଦରେ ଦଳିଦେଇଥିଲା । ଯାହାଫଳରେ ତାଙ୍କର…
Read More...

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ : ଶୁକ୍ରବାର ମଧ୍ୟରାତ୍ରୀରେ ରାଞ୍ଚିରୁ ଭୁବନେଶ୍ୱର ଯାଉଥିବା ଭୋଳାନାଥ ନାମକ ଯାତ୍ରୀବାହୀ ବସ୍ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଯୁଗଳ ଛକ ଉପକଣ୍ଠ ଦୁର୍ଗାପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ବସର ସମସ୍ତ ଯାତ୍ରୀ ଶୋଇଯାଇଥିବାବେଳେ ଉକ୍ତ ଦୁର୍ଘଟଣା…
Read More...

ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ମୃତ

ଅନୁଗୁଳ : ଅନୁଗୁଳ ଜାତୀୟ ରାଜପଥ ୫୫ ପଞ୍ଚ ମହଲା ନିକଟରେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ମୃତ । ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ଟ୍ରକ୍‌କ୍ଟି ଗଛରେ ପିଟି ହୋଇଥିଲା । ମୃତକ ୩ ଜଣ ଡେରେଜାଙ୍ଗ ଅଞ୍ଚଳର ରାଜେନ୍ଦ୍ର ପ୍ରଧାନ, ଛୋଟୁ ପ୍ରଧାନ ଏବଂ କୃପା…
Read More...

ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଲା ପୁଅ, ରସି ଲଗାଇ ନିଜେ ଝୁଲିପଡ଼ିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅଞ୍ଚଳରେ ଶନିବାର ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ । ମୃତକ ହେଲେ…
Read More...