pakka

ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ମୃତ

bbehera

ଅନୁଗୁଳ : ଅନୁଗୁଳ ଜାତୀୟ ରାଜପଥ ୫୫ ପଞ୍ଚ ମହଲା ନିକଟରେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ମୃତ । ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ଟ୍ରକ୍‌କ୍ଟି ଗଛରେ ପିଟି ହୋଇଥିଲା । ମୃତକ ୩ ଜଣ ଡେରେଜାଙ୍ଗ ଅଞ୍ଚଳର ରାଜେନ୍ଦ୍ର ପ୍ରଧାନ, ଛୋଟୁ ପ୍ରଧାନ ଏବଂ କୃପା ପ୍ରଧାନ ବୋଲି ଜଣାପଡିଛି । ଶନିବାର ଦିନ ଭୋର୍‌ରୁ ଏହି ଦୁର୍ଘଟଣା ଘଟିଥିଲା । ଅନୁଗୋଳକୁ କୌଣସି କାମରେ ଆସିଥିବା ବେଳେ ୩ ବାଇକ ଆରୋହୀ କାମ ସାରି ନିଜ ଘର ଡରେଜାଙ୍ଗକୁ ଫେରୁଥିବା ବେଳେ ଟ୍ରକ୍‌ଟି ଧକ୍କା ଦେଇଥିଲା । ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।

jay balangir
Leave A Reply

Your email address will not be published.

8 + ten =