csstore

ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ରାଷ୍ଟ୍ରବାଦୀ ଯୁବନେତା କିଶୋର ବିଭାରଙ୍କ ନେତୃତ୍ୱରେ ବିଜେପି ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ (କୁନା ଦାଦା)ଙ୍କ ସହ ବରଗଡ଼ ଲୋକସଭା ସଂସଦୀୟ କ୍ଷେତ୍ରରେ ଆସୁଥିବା ବରଗଡ଼ ବିଧାନସଭା, ଅତାବିରା ବିଧାନସଭା, ଭଟଲି ବିଧାନସଭା ତଥା ବିଜେପୁର ବିଧାନସଭାର ଯୁବକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ସାମ୍ପ୍ରତିକ ପରିସ୍ଥିତି ଅଗଣତାନ୍ତ୍ରିକ କାର୍ଯ୍ୟବିଧି ତଥା ଯୁବକମାନଙ୍କର ବିଭିନ୍ନ ପ୍ରକାର ଶୋଷଣକୁ ବିରୋଧ । ରାଜ୍ୟ ତଥା କେନ୍ଦ୍ରରେ ରାଷ୍ଟ୍ରୀୟତା ପରଚମ୍ ଲହର୍ ସାରା ଭାରତ ବର୍ଷରେ ମୋଦୀ ଜୀଙ୍କ ସୁଶାସନକୁ ବଜାୟରଖିବା ଏବଂ ଡବଲ୍ ଇଂଜିଙ୍ଗ ସରକାର ପାଇଁ ବରଗଡ଼ ଜିଲ୍ଲାର ବିଭିନ୍ନ ବିଧାନସଭାରୁ ଆସିଥିବା ଶତାଧିକ ଯୁବପିଢି ସଂକଳ୍ପ କରିଥିଲେ ।

jayashree
Leave A Reply

Your email address will not be published.