ଆଗଲପୁର ବ୍ଲକ ବିଜେଡି ସଭାପତି ହେଲେ ଉତ୍ତମ ଭୋଇ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବିଜେଡି ସଭାପତି ଭାବେ ଉତ୍ତମ ଭୋଇ ମନୋନୀତ ହୋଇଛନ୍ତି । ସୂଚନା ମୁତାବକ ଶ୍ରୀ ଭୋଇ ବହୁ ବର୍ଷରୁ ବିଜେଡି ଦଳସହ ଜଡ଼ିତ ରହି ଦଳର ସାଂଗଠନିକ କାର୍ଯ୍ୟ ତୁଳାଇ ଆସୁଥିଲେ । ୨୦୧୭ ମସିହାରେ ବ୍ଲକ ଯୁବ ବିଜେଡ଼ି ଉପସଭାପତି,!-->…
Read More...
Read More...