ଜୟପାଟଣାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଓ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଚଳିତ ବର୍ଷ ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍…
Read More...

ହୁମୁରି ତାମ୍ପରା ଉପରେ ନିର୍ଭରଶୀଳ ତିଅର ମତ୍ସ୍ୟଜୀବିଙ୍କୁ ଆଇ.ଆର.ଇ.ଏଲ ପକ୍ଷରୁ ପ୍ରୋତ୍ସାହନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହୁମୁରି ତାମ୍ପରା ହ୍ରଦ ହେଉଛି, ଛତ୍ରପୁର ବ୍ଲକର ଏକ ବିରାଟ ଜଳାଶୟ । ପ୍ରକୃତିର ଏହି ଅନବୈଦ୍ୟ ଜଳାଶୟରେ ପ୍ରାୟ ୩ ଶହ ମତ୍ସ୍ୟଜୀବି ପରିବାର ଏଥିରେ ମତ୍ସ୍ୟ ଚାଷ କରି ଜୀବିକା ନିର୍ବାହ କରି ଚଳିଆସୁଛନ୍ତି । ବହୁ ଘାତ ପ୍ରତିଘାତ ମଧ୍ୟରେ ଜୀବିକା…
Read More...

ଉତ୍ତର-ଆଧୁନିକ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଅସ୍ମିତା ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ଓଡ଼ିଆ ବିଭାଗ, ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ଵ ଓ ଓଡ଼ିଆ…
Read More...

ଦେଓଗାଁ ବ୍ଳକ ସାହିତ୍ୟ ଘରର ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାହିତ୍ୟ ଘର ତରଫରୁ ରବିବାର ଦିନ ଜରାସିଂହା ସ୍ଥିତ ମାଳିପଡା ପ୍ରାଥମିକ ବିଦ୍ୟାଳୟରେ ୧୩୭ ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଗଙ୍ଗାଧର ସାହିତ୍ୟ…
Read More...

ବ୍ରିଜ୍ ଉପରୁ ସାଙ୍ଗକୁ ଧକ୍କାଦେଲା ସାଙ୍ଗ : ସାଙ୍ଗର ମୃତ୍ୟୁ

ପାଟଣାଗଡ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଗଡିଆଜୋର୍ ଗାଁରେ ଅଘଟଣ । ଗାଁର ଗୋପବନ୍ଧୁ ଧରୁଆ ଗାଁମୁଣ୍ଡରେ ଥିବା ଏକ ବ୍ରିଜ୍ ଉପରେ ବସିଥିବା ସମୟରେ ଅଭିଯୁକ୍ତ ସୁଦାମ ଧରୁଆଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ସୁଦାମ ରାଗିଯାଇ ଗୋପବନ୍ଧୁଙ୍କ ଛାତିରେ…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧର୍ମଗଡ ଉପ ଜିଲ୍ଲାପାଳ ଧିମନ ଚକମା,…
Read More...

ନୃସିଂହନାଥ ପୀଠରେ ଆମ୍ବେଦକର ଯୋଦ୍ଧା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ରୋହିଦାସ ସମାଜ କଲ୍ୟାଣ ମଣ୍ଡବ ଠାରେ ଚକ୍ରଧର ଅଜଗର ଓ ପବିତ୍ର ସୁନାଙ୍କ ନେତୃତ୍ୱରେ ଆମ୍ବେଦକର ଯୋଦ୍ଧାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଶ୍ଵିନୀ ତାଣ୍ଡିଙ୍କ…
Read More...

ବିଶିଷ୍ଟ ରଙ୍ଗମଞ୍ଚ କଳାକାର ତଥା ଗାନ୍ଧି ପାଠାଗାରର ବରିଷ୍ଠ ସଭ୍ୟ ପ୍ରଦୀପ ଚାନ୍ଦଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧି ପାଠାଗାରର ବରିଷ୍ଠ ସଭ୍ୟ ତଥା ରଙ୍ଗମଞ୍ଚ କଳାକାର ଓ ନିର୍ଦ୍ଦେଶକ, ଟିକ୍ରାପଡା ରାମଲୀଳା କମିଟି ତଥା ରାମଜୀ ମନ୍ଦିର କମିଟି ସଭ୍ୟ, ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦୀପ ଚାନ୍ଦଙ୍କ ବିୟୋଗରେ ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକଙ୍କ…
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀପାଠାଗାର, ଟିକ୍ରାପଡା ବଲାଙ୍ଗିର ଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବଲାଙ୍ଗିରର ଏକ କାର୍ଯ୍ୟକାରିଣୀ ବୈଠକ ସଂପାଦକ ବସନ୍ତ କୁମାର ଆଚାର୍ଯ୍ୟଙ୍କ ଅନୁରୋଧ କ୍ରମେ ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଅତିଥି ଗଣଙ୍କ…
Read More...

ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଜବଲପୁର ଠାରେ ସମ୍ମାନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧୀଷ୍ଠିର ମିଶ୍ର ଆଇନ୍‌ ମହାବିଦ୍ୟାଳୟ, ବଲାଙ୍ଗିରର କାର୍ଯ୍ୟରତ ଅଧ୍ୟକ୍ଷ ସଞ୍ଜିବ କୁମାର ପଧାନ । ସେ ଜଣେ ବିଶିଷ୍ଟ ସୁନାମଧନ୍ୟ ଆଇନବିତ୍‌, ଦୀର୍ଘ ବର୍ଷରୁ ଉକ୍ତ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟ ସମ୍ପାଦନା କରିଆସୁଅଛନ୍ତି । ସେ ଜଣେ ଭଦ୍ର ଓ…
Read More...