ସର୍ଟସର୍କିଟରୁ ଲାଗିଲା ନିଆଁ : ଆସବାବପତ୍ର ପୋଡି ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଲେପାଲି ଠାରେ ତପନ ଜୁଏଡ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସଟସର୍କିଟରୁ ନିଆଁ ଲାଗିଥିଲା । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବାରୁ ଘରର ଆସବାବପତ୍ର ଜଳି ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.