csstore

୧୪ ନମ୍ବର ୱାର୍ଡ ବୁଲି ସମସ୍ୟା ବୁଝିଲେ ପୌର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୪ ନମ୍ବର ୱାର୍ଡର ତଳି ଅଞ୍ଚଳ ଡ୍ରେନ ସମସ୍ୟା ସହିତ ବର୍ଷା ଦିନେ ପାଣି ଯାଇପାରୁ ନଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ଏବଂ ତାର ସମାଧାନ କିପରି କରାଯିବ ବୋଲି ଆଜି ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ସହିତ ୧୪ ନମ୍ବର କାଉନସିଲର ସଂଯୁକ୍ତା ଦନ୍ତା ପଡ଼ାର ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିବା ସହ ପରାମର୍ଶ ନେଇଥିଲେ ଓ ଆଗାମୀ ଦିନରେ ସମସ୍ତ ସମସ୍ୟାର ସମାଧାନ କରାଯିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି ।

jayashree
Leave A Reply

Your email address will not be published.