ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ

ଭଞ୍ଜନଗର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଏକ ଭିଜିଲାନ୍ସ ଟିମ୍ ଭଞ୍ଜନଗର ଠାରେ ପହଁଚି ତଦନ୍ତ କରୁଛି । କାର୍ତ୍ତିକେଶ୍ୱରଙ୍କ ବାସଭବନରେ ଚଢାଉ ଚାଲିଛି ।

Leave A Reply

Your email address will not be published.