ରାଜଧାନୀରୁ ଅପହରଣ ଶିଶୁ କଟକରୁ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରୁ ଶିଶୁ ଅପହରଣ ମାମଲା । ରାଜଧାନୀରୁ ୧୧ ମାସର ଶିଶୁକୁ ଅପହରଣ କରିଥିଲେ ଦୁର୍ବୃତ୍ତମାନେ । ମିଳିଲା ଅପହରଣ ଶିଶୁର ସନ୍ଧାନ । ସୂଚନା ଅନୁଯାୟୀ, ରାଜଧାନୀରୁ ଶିଶୁ ଅପରହଣ ହୋଇଥିବା ନେଇ ମଞ୍ଚେଶ୍ୱର ପୋଲିସରେ ଅଭିଯୋଗ ହୋଇଥିଲା । ଏହାପରେ ମଞ୍ଚେଶ୍ୱର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଦୁଇ ଘଣ୍ଟାର ମାରାଥନ ଅପ୍‌ରେସନ ପରେ ଅପହୃତ ଶିଶୁକୁ ଉଦ୍ଧାର କରିଛି ପୋଲିସ । କଟକରୁ ଶିଶୁକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.