Yearly Archives

2022

ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ମହିଳାଙ୍କ ମୃତ୍ୟୁ

ଲମତାପୁଟ : ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅଧୀନ କାପୁଗୁଡା ଗ୍ରାମରେ ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ମହିଳାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ମହିଳା ଜଣକ ହେଲେ ରାଧା ଖରା । ସୂଚନା ଅନୁସାରେ ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅଧୀନ କାପୁଗୁଡା ଗ୍ରାମର…
Read More...

ଗୁଡଭେଲାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ଦ୍ୱିତୀୟ ସୋମବାର ଦିନ ଗୁଡଭେଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ…
Read More...

ସିବିଆଇ ଜାଲରେ ପୋଷ୍ଟାଲ ଇନ୍ସପେକ୍ଟର

ସୁନ୍ଦରଗଡ, (ସସ୍ମିତା ପଧାନ) : ସିବିଆଇ ଜାଲରେ ପୋଷ୍ଟାଲ ଇନ୍ସପେକ୍ଟର । ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ସୁନ୍ଦରଗଡ ମୁଖ୍ୟ ଡାକଘରର ପୋଷ୍ଟାଲ ଇନସପେକ୍ଟର ଉଜ୍ୱଳ କୁମାର ଧରାପଡିଛନ୍ତି । ସୂଚନା ଅନୁସାରେ ଗ୍ରାମୀଣ ଡାକ ସେବକ ବିକାଶ କିସ୍ ପଟ୍ଟାଙ୍କ ବକେୟା ଦରମା ବିଲ କରିବା ପାଇଁ…
Read More...

ଚଳିତ ବର୍ଷ କଟକରେ ଅନୁଷ୍ଠିତ ହେବ ବାଲିଯାତ୍ରା

କଟକ : ଚଳିତ ବର୍ଷ କଟକରେ ଅନୁଷ୍ଠିତ ହେବ ବାଲିଯାତ୍ରା । ଆନୁଷ୍ଠାନିକ ଭାବେ କଟକ ଜିଲ୍ଲାପାଳ ଏ ନେଇ ସୂଚନା ଦେଇଛନ୍ତି । କୋଭିଡ ପାଇଁ ଗତ ୨ ବର୍ଷ ହେଲା ବାଲିଯାତ୍ରା ବନ୍ଦ ରହିଥିଲା । ବାଲିଯାତ୍ରାରେ ବହୁ ବ୍ୟବସାୟୀ ଯୋଗ ଦେଇ ନିଜର ସାମଗ୍ରୀ ବିକ୍ରି ପାଇଁ ପସରା ଖୋଲିଥାନ୍ତି । ଏଥିସହ ବହୁ…
Read More...

କୋଶଳ ମୁକ୍ତି ମୋର୍ଚ୍ଚାର ସାଂଗଠନିକ ବୈଠକ

ବାଳିପଟା ଗାଁର ଉଇହୁଙ୍କା ଘରେ ରହୁଥିବା ଦୁଃଖଦେଇ ବିଶିଙ୍କ ଘରଠାରୁ ବଲାଙ୍ଗିର ପର୍ଯ୍ୟନ୍ତ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ପାଟଣାଗଡ଼, (ଗୋରେଖନାଥ ବରିହା) : କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼ ପକ୍ଷରୁ ସାଂଗଠନିକ ବୈଠକ ନୁନହାଡଠାରେ ଅନୁଷ୍ଠିତ…
Read More...

କରାଟେ ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରାଟେ ସ୍କୁଲ ଆନୁକୂଲ୍ୟରେ ୮ ଦିନ ଧରି ସେଞ୍ଚୁରିଆନ ପବ୍ଲିକ ସ୍କୁଲଠାରେ କରାଟେ, ଆତ୍ମରକ୍ଷା, ଯୋଗ ଓ ଅସ୍ତ୍ର ଚାଳନା ପ୍ରଶିକ୍ଷଣ ଶିବିରର ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ…
Read More...

ଟିପ୍ପର ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ

ଅନୁଗୁଳ : ଅନୁଗୁଳ ଟ୍ରାଫିକ ଛକରେ ଟିପ୍ପର ଧକ୍କାରେ ଜଣେ ନାବାଳକର ମୁତ୍ୟୁ ଘଟିଛି । ମୃତ ନାବାଳକ ଜଣକ ହେଲେ ଆୟୁଷ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ସୂଚନା ଅନୁସାରେ ସ୍ଥାନୀୟ ମିଶ୍ରପଡାର ନାବାଳକ ଆୟୁଷ କଦମ ପଡିଆକୁ ନିଜ ଭାଇସହ ଖେଳିବାକୁ ଆସୁଥିଲେ । ଅନୁଗୁଳ…
Read More...

ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର : ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନାନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଚାଲିଯାଇଥସିବା ବେଳେ ଏଥିସହ ୪ଟି ଗୋରୁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ହଠାତ ବଜ୍ରପାତ ହେବା ସହ ବର୍ଷା…
Read More...

ମ. ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ ନେଇ ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚର ଦାବୀପତ୍ର ପ୍ରଦାନ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ. ରାମପୁର ରାଜସ୍ୱ ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ରଖିଥିବା ବେଳେ ଏ ନେଇ ଦୀର୍ଘ ବର୍ଷ ଧରି ବିଭିନ୍ନ ସଙ୍ଗଠନ ତରଫରୁ ଦାବୀ ହେଉଛି । ଆଜି ମଧ୍ୟ ଆଦିବାସୀ ସଂଗ୍ରାମ ମଞ୍ଚ ତତଫରୁ ଏହି ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ…
Read More...

୧୯୮ ବୋତଲ ମଦ ଜବତ ସହ ଜଣେ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଅନ୍ତର୍ଗତ ଗଜପତି ମାର୍କେଟର ବି-୨୭୨ ନମ୍ବର ଦୋକାନରୁ ବେଆଇନ ଭାବେ ଗଚ୍ଛିତ ଥିବା ୧୯୮ଟି ବିଭିନ୍ନ ବ୍ରାଣ୍ଡର ମଦକୁ ସେକ୍ଟର ୧୯ଥାନା ପକ୍ଷରୁ ଜବତ କରାଯାଇଛି । ଥାନାଧିକାରୀ ମାନସ ସ୍ବାଇଁଙ୍କ ନିର୍ଦ୍ଦେଶରେ ସବ ଇନ୍ସପେକ୍ଟର ରଞ୍ଜିତ କୁଲୁ…
Read More...