pakka

ଚଳିତ ବର୍ଷ କଟକରେ ଅନୁଷ୍ଠିତ ହେବ ବାଲିଯାତ୍ରା

bbehera

କଟକ : ଚଳିତ ବର୍ଷ କଟକରେ ଅନୁଷ୍ଠିତ ହେବ ବାଲିଯାତ୍ରା । ଆନୁଷ୍ଠାନିକ ଭାବେ କଟକ ଜିଲ୍ଲାପାଳ ଏ ନେଇ ସୂଚନା ଦେଇଛନ୍ତି । କୋଭିଡ ପାଇଁ ଗତ ୨ ବର୍ଷ ହେଲା ବାଲିଯାତ୍ରା ବନ୍ଦ ରହିଥିଲା । ବାଲିଯାତ୍ରାରେ ବହୁ ବ୍ୟବସାୟୀ ଯୋଗ ଦେଇ ନିଜର ସାମଗ୍ରୀ ବିକ୍ରି ପାଇଁ ପସରା ଖୋଲିଥାନ୍ତି । ଏଥିସହ ବହୁ ଜନସମାଗମ ମଧ୍ୟ ହୋଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ କଟକ ବାଲିଯାତ୍ରା ବୁଲିବାକୁ ଆସିଥାନ୍ତି ।

jay balangir
Leave A Reply

Your email address will not be published.

20 + sixteen =