Browsing Tag

cattack news

ଆଜି ପ୍ରକାଶ ପାଇବ ଯୁକ୍ତଦୁଇ କଳା ପରୀକ୍ଷା ଫଳାଫଳ

କଟକ : ଆଜି ପ୍ରକାଶ ପାଇବ ଯୁକ୍ତଦୁଇ କଳା ପରୀକ୍ଷାର ଫଳାଫଳ । ଗତ ଜୁଲାଇ ୨୭ ତାରିଖରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ କ୍ଷେତ୍ରର ଫଳାଫଳ ପ୍ରକାଶିତ ହୋଇଥିବା ବେଳେ ଆଜି ଅର୍ଥାତ ଅଗଷ୍ଟ ୮ ତାରିଖ ଅପରାହ୍ନ ୪ଟା ସମୟରେ କଳା ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । ଯୁକ୍ତଦୁଇ କଳା କ୍ଷେତ୍ରରେ
Read More...

ଅଗ୍ନିଶମ ସେବା ସଂସ୍ଥାରେ ମଧ୍ୟ ପୁଲିସର ‘ପିସିଆର୍‌’ ପରି ତ୍ୱରିତ ସେବା ଆରମ୍ଭ

ଭୁବନେଶ୍ୱର/କଟକ : ଅଗ୍ନିଶମ ସେବା ସଂସ୍ଥାରେ ମଧ୍ୟ ପୁଲିସର 'ପିସିଆର୍‌' ପରି ତ୍ୱରିତ ସେବା ଆରମ୍ଭ ହେବ । ଜନଗହଳିପୂର୍ଣ୍ଣ ଏବଂ ଅଣଓସାରିଆ ଜାଗାରେ ଅଗ୍ନିକାଣ୍ଡର ମୁକାବିଲା ଲାଗି ଘଟଣାସ୍ଥଳରେ ବଡ଼ ଦମକଳ ଗାଡ଼ି ପହଞ୍ଚି ପାରୁ ନଥିବାରୁ କ୍ୱିକ୍‌ ରେସ୍‌ପନ୍ସ ୟୁନିଟ୍‌ ଭେଇକିଲ୍‌ ବା ଭ୍ୟାନ୍‌
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ

କଟକ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଟକ ପାରାଦ୍ୱୀପ ରାସ୍ତା କନ୍ଦରପୁର ନିକଟରେ ସକାଳୁ ସକାଳୁ ଏକ ମିଲ୍‌କ ଗାଡି ଅନ୍ୟ ଏକ ଗାଡିକୁ ପଛ ପଟୁ ଧକ୍କା ଦେବାରୁ, ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । କେଉଁ ଗାଡିକୁ ଏହା ଧକ୍କା ଦେଇଛି ତାହା
Read More...

ଚଳିତ ବର୍ଷ କଟକରେ ଅନୁଷ୍ଠିତ ହେବ ବାଲିଯାତ୍ରା

କଟକ : ଚଳିତ ବର୍ଷ କଟକରେ ଅନୁଷ୍ଠିତ ହେବ ବାଲିଯାତ୍ରା । ଆନୁଷ୍ଠାନିକ ଭାବେ କଟକ ଜିଲ୍ଲାପାଳ ଏ ନେଇ ସୂଚନା ଦେଇଛନ୍ତି । କୋଭିଡ ପାଇଁ ଗତ ୨ ବର୍ଷ ହେଲା ବାଲିଯାତ୍ରା ବନ୍ଦ ରହିଥିଲା । ବାଲିଯାତ୍ରାରେ ବହୁ ବ୍ୟବସାୟୀ ଯୋଗ ଦେଇ ନିଜର ସାମଗ୍ରୀ ବିକ୍ରି ପାଇଁ ପସରା ଖୋଲିଥାନ୍ତି । ଏଥିସହ ବହୁ
Read More...

ଲୁଟ୍ ଯୋଜନା କରି ମହିଳାଙ୍କ ସହ ପ୍ରେମିକ ଗିରଫ

କଟକ : ଲୁଟ ଯୋଜନା କରି ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ । ମହିଳାଙ୍କ ସହ ତାଙ୍କ ପ୍ରେମିକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକଙ୍କୁ ଅଟକ ରଖିଛି ଲାଲବାଗ ପୋଲିସ । ଗରିଫ ଅଭିଯୁକ୍ତ ହେଲେ ପିଙ୍କି ଓରଫ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ପୁଚୁ ଓରଫ
Read More...