Yearly Archives

2022

ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

ଆନନ୍ଦପୁର : ଆନନ୍ଦପୁର ଥାନା ଅକରୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଘରେ ମୋବାଇଲ ନ ଦେବାରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ଛାତ୍ର ଜଣକ ଯୁକ୍ତ ୩ରେ ପାଠ ପଢୁଥିଲେ । ଘରେ ମୋବାଇଲ ଦେଖିବାକୁ ବାରଣ କରିବାରୁ ଛାତ୍ର ଜଣକ ରାଗିଯାଇ ବେକରେ ରଶି ଲଗାଇ…
Read More...

ସଡକ ଦୁର୍ଘଟଣାରେ ରାଇରଙ୍ଗପୁର ଏସଡିଜେଏମ୍‌ଙ୍କ ମୃତ୍ୟୁ

କରଞ୍ଜିଆ : ସଡକ ଦୁର୍ଘଟଣାରେ ଏସଡିଜେଏମ୍‌ଙ୍କ ମୃତ୍ୟୁ । ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନ କାର୍ ଦୁର୍ଘଟଣା ଘଟିଛି । ଏଥିରେ ତାଙ୍କ ମୃତ୍ୟୁ ଘଟିଛି । ରାଇରଙ୍ଗପୁରରୁ ନିଜ ଘର ପୁରୀ ଫେରୁଥିବାବେଳେ ଚାଇଁନେବଦା ଛକଠାରେ ଇଲେକ୍ଟ୍ରି ଖୁଣ୍ଟରେ ତାଙ୍କ କାର୍ ପିଟି ହୋଇଥିଲା । ଏଥିରେ…
Read More...

ଜଣେ ଶିକାରୀର ବନ୍ଧୁକ ଗୁଳିରେ ଅନ୍ୟ ଜଣେ ଶିକାରୀ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ ୨ ଶିକାରୀ । କିନ୍ତୁ ଜଣେ ଶିକାରୀ ଅନ୍ୟ ଜଣେ ଶିକାରୀର ଶିକାର ହୋଇଗଲେ । ଅସାବଧାନତା ଯୋଗୁ ଜଣେ ଶିକାରୀର ବନ୍ଧୁକ ଗୁଳିରେ ଅନ୍ୟ ଜଣେ ଶିକାରୀର ମୃତ୍ୟୁ ଘଟିଛି । ମୃତ ଶିକାରୀ ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା…
Read More...

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଉ ଦିନକ ପରେ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଏଥର ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ । ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଭାବରେ…
Read More...

ଜିଲ୍ଲା ନାଗରିକ କମିଟି ସଦସ୍ୟଙ୍କ ଟିକ୍ରାପଡା ୟୁ.ଜି.ଏମ୍‌.ଇ ସ୍କୁଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟିର ମାଧ୍ୟମିକ ଶିକ୍ଷା ସବ୍‌ କମିଟିର ସଦସ୍ୟଗଣ ବ୍ରଜରାଜ ପୁରୋହିତଙ୍କ ନେତୃତ୍ୱରେ ସ୍ଥାନୀୟ ଟିକ୍ରାପଡା ୟୁ.ଜି.ଏମ୍‌.ଇ. ସ୍କୁଲ ପରିଦର୍ଶନ କରିଥିଲେ । ସଭ୍ୟ ପିତବାସ ପଣ୍ଡା, ଦିବାକର ହୋତା ଏବଂ ଧର୍ମବ୍ରତ ରଥ ବିଦ୍ୟାଳୟର…
Read More...

ଭଟଲି ବ୍ଲକରେ ମିଶନ ଶକ୍ତି କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ଓ ସେମାନଙ୍କର ଆର୍ଥିକ ଉନ୍ନତିର ବିକାଶ ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମାଗଣା ଟ୍ରାକ୍ଟର ବଣ୍ଟନ କରାଯାଇଥିଲା । ବରଗଡ଼ ଜିଲ୍ଲାରେ ପ୍ରଥମ…
Read More...

ଚାରପାଲି ଗ୍ରାମରେ ଜଳ ଯୋଗାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଚାରପାଲି ଗ୍ରାମ ୨୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ଅଟେ । ତାହା ପଦ୍ମପୁର ସହର ନିକଟରେ ଅବସ୍ଥିତ । ଦୀର୍ଘ ଦିନରୁ ଏହି ଗ୍ରାମରେ ପାନୀୟଜଳର ସୁବିଧା ନା ଗାଧୋଇବାର ବ୍ୟବସ୍ଥା ଅଛି ନା…
Read More...

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ତ୍ରି-ଦିବସୀୟ -୨୦୨୨ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ତ୍ରି-ଦିବସୀୟ -୨୦୨୨ ଉଦ୍‌ଯାପିତ ହୋଇଯାଇଛି । ବରଗଡ଼ ବିଭାଗ ବିଦ୍ୟାମନ୍ଦିର ଓ ପଦ୍ମପୁର ସଂକୁଳରେ ଆଜି ମୁଖ୍ୟ ଅତିଥି ଭାବରେ ଭକ୍ତ ଚରଣ ସାହୁ (ବିଶ୍ୱ ହିନ୍ଦୁ…
Read More...

ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରି ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଫେରାର୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ କଥା ଶୁଣି ଅଭିଯୁକ୍ତଜଣକ ଫେରାର୍‌ ହୋଇଯାଇଛି । ପୁଲିସ ତା' ଘରେ ଚଢ଼ଉ କରି ଖାଲି ହାତରେ ଫେରିଛି । ସୂଚନା ଅନୁାରେ ନାବାଳିକା ଘର…
Read More...

ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଉ ଦିନକ ପରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର ଦାଣ୍ଡ । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ଓ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍…
Read More...