pakka

ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

bbehera

ଆନନ୍ଦପୁର : ଆନନ୍ଦପୁର ଥାନା ଅକରୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଘରେ ମୋବାଇଲ ନ ଦେବାରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ଛାତ୍ର ଜଣକ ଯୁକ୍ତ ୩ରେ ପାଠ ପଢୁଥିଲେ । ଘରେ ମୋବାଇଲ ଦେଖିବାକୁ ବାରଣ କରିବାରୁ ଛାତ୍ର ଜଣକ ରାଗିଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

five × three =