pakka

ସଡକ ଦୁର୍ଘଟଣାରେ ରାଇରଙ୍ଗପୁର ଏସଡିଜେଏମ୍‌ଙ୍କ ମୃତ୍ୟୁ

bbehera

କରଞ୍ଜିଆ : ସଡକ ଦୁର୍ଘଟଣାରେ ଏସଡିଜେଏମ୍‌ଙ୍କ ମୃତ୍ୟୁ । ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନ କାର୍ ଦୁର୍ଘଟଣା ଘଟିଛି । ଏଥିରେ ତାଙ୍କ ମୃତ୍ୟୁ ଘଟିଛି । ରାଇରଙ୍ଗପୁରରୁ ନିଜ ଘର ପୁରୀ ଫେରୁଥିବାବେଳେ ଚାଇଁନେବଦା ଛକଠାରେ ଇଲେକ୍ଟ୍ରି ଖୁଣ୍ଟରେ ତାଙ୍କ କାର୍ ପିଟି ହୋଇଥିଲା । ଏଥିରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

nineteen − 9 =