Yearly Archives

2022

ଥଇଥାନ ହେଲେ ଚାରି ଅନାଥ ଶିଶୁ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରରୁଆ ବ୍ଲକ ବୈଦ୍ୟନାଥ ପଞ୍ଚାୟତ ମୁକୁନା ଗାଁର ଲେମ୍ବୁ ମୁଣ୍ଡା ଓ ପାର୍ବତୀ ମୁଣ୍ଡାଙ୍କ ଚାରିଜଣ ପୁଅ ଝିଅଙ୍କୁ ନେଇ ବେଶ ସୁଖରେ ଘର ସଂସାର ଚାଲିଥିଲା । ହେଲେ ଦଇବର ବିଚିତ୍ର ଲୀଳା । ହସଖୁସିରେ ଚାଲୁଥିବା ପରିବାରକୁ ଯେମିତି କାହାର ନଜର ଲାଗିଗଲା । ହଠାତ୍‌…
Read More...

ଦେଓଗାଁ ହାଇସ୍କୁଲର ବରିଷ୍ଠ ହିନ୍ଦୀ ଶିକ୍ଷକ ବଳଦେବ ମାଝୀଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବଳଦେବ ମାଝୀ ଗୁରୁବାର ଦିନ ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ସାହୁ, ପ୍ରତାପ ମିଶ୍ର, ଲକ୍ଷ୍ମୀ…
Read More...

ନୀଳମଣୀ ପଟେଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବଲାଙ୍ଗିରଠାରେ କାର୍ଯ୍ୟରତ ଡ୍ରାଫଟ୍‌ମ୍ୟାନ ନୀଳମଣି ପଟେଲଙ୍କୁ କାର୍ଯ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପାଣିଙ୍କ ସଭାପତିତ୍ୱରେ…
Read More...

କିରିବାଞ୍ଜି ରିଜର୍ଭ ଫରେଷ୍ଟରେ ବିପୁଳ ପରିମାଣରେ କେନ୍ଦୁ କାଠ ଗଣ୍ଡି ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ରେଞ୍ଜର କିରିବାଞ୍ଜି ରିଜର୍ଭ ଫରେଷ୍ଟରେ ଟିକ୍ରାପଡାର ବନ ବିଭାଗର କର୍ମଚାରୀମାନେ ଚଢାଉ କରି ୨୯ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର…
Read More...

ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ମେଳା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ହରିଶଙ୍କର ଠାରେ ବଲାଙ୍ଗିର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ଉଦ୍ୟମରେ ତୃତୀୟ ପର୍ଯ୍ୟାୟ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ…
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୩ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର…
Read More...

ଜୁଲାଇ ୪ରୁ ଓଜେଇଇ, ୮ ତାରିଖ ଯାଏଁ ଚାଲିବ : ୱେବସାଇଟ୍‌ରେ ଜାରି ହେଲା ଆଡମିଟ୍‌ କାର୍ଡ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୪ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହେବ । ଯାହା ୮ ତାରିଖରେ ସରିବ । ୭ ତାରିଖରେ ଗୋଟିଏ ସିଟିଂ ପରୀକ୍ଷା ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ଦିନ ୩ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ରୁ ୧୧,…
Read More...

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର ମହିଳା ଶାଖା

ବରଗଡ଼, (ନିରୋଜ କୁମାର ପାଣୀ) : ନାରୀ କେବେବି ଅବଳା ବା ଦୁର୍ବଳା ନେହେଁ । ସେ ସବୁ ବେଳେ ସବଳା । ନାରୀ ମହିଳା ରୂପରେ ହେଉ କି ଦେବୀ ରୂପରେ ସେ ମହାଶକ୍ତି ସଂପୂର୍ଣ୍ଣା । ଆଜିର ନାରୀ କୌଣସି ଗୁଣରେ ପୁରୁଷ ଠାରୁ କମ ନୁହନ୍ତି । ଆଜି ଏକଥା ପ୍ରମାଣ କରି ଦେଖାଇଛନ୍ତି ସଂକଳ୍ପ ପରିବାରର…
Read More...

ଓଲଟିଲା ଧାନ ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ସମ୍ବଲପୁର ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାରେ ଧାନ ବୋଝେଇ ଟ୍ରକ ଓଲଟି ପଡିଥିବା ଜଣାପଡିଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଡ୍ରାଇଭର । ସୂଚନା ଅନୁସାେରେ ଟ୍ରକଟି ଧାନ…
Read More...

ବିନ୍ଧ୍ୟବାସିନୀ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର ସିଂ କୁମ୍ଭାରଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟ ବାସିନୀ ଡ଼ିଗ୍ରୀ ମହାବିଦ୍ୟାଳୟର ବୟୋଜ୍ୟେଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର ସିଂ କୁମ୍ଭାରଙ୍କ ଅବସର ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…
Read More...