Yearly Archives

2022

କୁକୁଡା ଚାଷୀଙ୍କ ଉପରେ ହେଉଥିବା ଶୋଷଣ ନୀତି ବିରୁଦ୍ଧରେ ପୁରୀ ଜିଲ୍ଲାର ଚାଷୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମସ, ଓଡିଶା ଆନୁକୂଲ୍ୟରେ ପୁରୀ ଜିଲ୍ଲାର କୁକୁଡା ଚାଷୀ ଭାଇ ମାନଙ୍କୁ ନେଇ ପିପିଲି, ମଙ୍ଗଳପୁର କଲ୍ୟାଣମଣ୍ଡପଠାରେ ଅଶୋକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଲଟ୍ରି ଟ୍ରଡର କମ୍ପାନୀର ମନମାନୀ ଓ କୁକୁଡା ଚାଷୀଙ୍କୁ ଶୋଷଣ ନୀତି
Read More...

ଆତ୍ମସମର୍ପଣ କଲେ ଶତାଧିକ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳା ପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ । ନିଜ ଅଞ୍ଚଳର
Read More...

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଆହତ

କେନ୍ଦୁଝର : ତେଲକୋଇ ରେଞ୍ଜ ଅନ୍ତର୍ଗତ ତେଲକୋଇ ବିଟ୍‌ ଅଧିନସ୍ଥ କନ୍ତଲେଇ ଗ୍ରାମରେ ରବିବାର ସକାଳେ ଶୌଚ କରିବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଆହତ ହୋଇଥିବା ଜଣାପଡିଛି । ଗୋଠଛଡ଼ା ଦନ୍ତାଟି ବୃଦ୍ଧଙ୍କୁ ଶୁଣ୍ଢରେ ଧରି ଟେକି କଚାଡ଼ି ଦେବାରୁ
Read More...

ପୋଷଣ ବଗିଚା ଓ ବୃକ୍ଷ ରୋପଣ ମହାଅଭିଯାନ ସମାରୋହ

ବୌଦ୍ଧ : ବୌଦ୍ଧ ବ୍ଲକ ବଘିଆପଡ଼ା ପାଲଝାର ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ଠାରେ ଇଫକୋ ଓ କୃଷିବିଜ୍ଞାନ କେନ୍ଦ୍ର ମିଳିତ ସହଯୋଗରେ ପୋଷଣ ବଗିଚା ଓ ବୃ୍ଷ ରୋପଣ ମହାଅଭିଯାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଯାଇଛି । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଶହେରୁ ଅଧିକ ପୁରୁଷ ଓ
Read More...

ଜିଲ୍ଲା ବିଜେପିର ସେବା ପକ୍ଷ ଅନ୍ତର୍ଗତ ରକ୍ତଦାନ ଶିବିର

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ବ୍ଲଡ଼ ବ୍ୟାଙ୍କ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମତିଥି ପାଳନ ଅବସରରେ ସେବା ପକ୍ଷର ପ୍ରଥମ ଦିନରେ
Read More...

ବୌଦ୍ଧରେ ବିକାଶ ଦିବସ ପାଳିତ

ବୌଦ୍ଧ, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲାସ୍ତରୀୟ ବିକାଶ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ତରଫରୁ ପ୍ରଥମେ ଜାମପାଲିରେ
Read More...

+୩ ନାମଲେଖା : ଦ୍ୱିତୀୟ ପର୍ଯ୍ୟାୟରେ ୩୯,୮୮୪ ଜଣ ମନୋନୀତ

ଭୁବ‌ନେଶ୍ୱର : ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ୩୯,୮୮୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୧,୧୬୫ ଜଣ ଛାତ୍ରୀ ଥିବା ବେଳେ ୧୮,୭୧୭ ଛାତ୍ର ଏବଂ ୨ କିନ୍ନର ରହିଛନ୍ତି ।
Read More...

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଆଲୋଚନାଚକ୍ର

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ଇକୋ କ୍ଲବ ତରଫରୁ ବିଶ୍ୱ ଓଜୋନ ଦିବସ ଅବସରରେ 'ବିଶ୍ୱ ସୁରକ୍ଷାରେ ଓଜୋନ ବଳୟର ଭୂମିକା' ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରକୁ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ତଥା ବୌଦ୍ଧ
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ବୌଦ୍ଧ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ମହିଳାମାନଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ଏବଂ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲାର ମୁଖ୍ୟ ଦଣ୍ଡାଧିଶ ଅଧିକାରୀ ଅଧକ୍ଷତା
Read More...

ପର୍ଯ୍ୟବେକ୍ଷଣ ଗୃହ ପରିଦର୍ଶନ କଲେ ଜିଲ୍ଲାପାଳ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବୃନ୍ଦାବନ ଗ୍ରାମସ୍ଥିତ ନିର୍ମାଣାଧିନ ପର୍ଯ୍ୟବେକ୍ଷଣ ଓ ନିରୀକ୍ଷଣ ଗୃହ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଉପଜିଲ୍ଲାପାଳ ସନତ କୁମାର ନାଏକ, ଅଧିକ୍ଷଣ ଯନ୍ତ୍ରୀ ପୁର୍ତ୍ତ ବିଭାଗ ପ୍ରଭାତ ଦାଶ ଓ
Read More...