Yearly Archives

2022

ଚୌଦ୍ୱାରରେ ବିଶ୍ୱକର୍ମା ପୂଜା ପାଳିତ

ଚୌଦ୍ୱାର : ଚୌଦ୍ୱାର ସହରରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟାପାୱାର ପରିଚାଳିତ ଗ୍ରୀଡ଼ ଷ୍ଟେସନ୍, ଷ୍ଟୋର, ଡିଷ୍ଟ୍ରିବ୍ୟୁସନ୍ ଆଦି ବିଭାଗରେ ସୁଦୃଶ୍ୟ ମେଡ଼ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଇଛି ।…
Read More...

ଟ୍ରକ ଧକ୍କାରେ ୨ ଗାଈ ମୃତ

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥ ଓଟିଏମ୍‌ ଛକରେ ଟ୍ରକ ଧକ୍କାରେ ୨ ଗାଈଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଶନିବାର ରାତି ୮ଟା୩୦ ସମୟରେ ଏକ ଦଶ ଚକିଆ ଟ୍ରକ…
Read More...

ପୌରପାଳିକାରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା

ଚୌଦ୍ୱାର : ଚୌଦ୍ୱାର ସହରକୁ ଅବର୍ଜନାମୁକ୍ତ ରଖିବା, ଅଞ୍ଚଳର ପର୍ଯ୍ୟଟନସ୍ଥଳୀ, ବଜାରଘାଟ ଆଦିିକୁ ସଫା ରଖିବା ତଥା ସହରରେ ସ୍ୱଚ୍ଛତା ରକ୍ଷା କରିବା ଲକ୍ଷରେ ଚୌଦ୍ୱାର ପୌରପାଳିକା ତରଫରୁ ଏକ ସ୍ୱଚ୍ଛତାରକ୍ଷା ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା…
Read More...

ଭୀମସାରରେ ସ୍ନାତକୋତ୍ତର ଛାତ୍ରଙ୍କ ଗବେଷଣା କାର୍ଯ୍ୟକ୍ରମ

ବୁର୍ଲା : ବୁର୍ଲା ଭୀମସାରରେ ସ୍ନାତକୋତ୍ତର ଛାତ୍ରମାନଙ୍କ ପାଇଁ ଗବେଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଯାଇଛି । କାର୍ଯ୍ୟକ୍ରମକୁ ଗତ ୧୨ ତାରିଖରେ ଭୀମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ଏବଂ ଭୀମସାର ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ଦୋରା ଉଦ୍‌ଘାଟିତ କରିଥିଲେ ।…
Read More...

ପୁରୀରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ସୁରକ୍ଷା ଦିବସ ପାଳିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) :ପୁରୀରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ (ସାଗର ତଟ) ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଏଥିରେ ବିଭିନ୍ନ ସ୍କୁଲ ଓ କଲେଜର ୫ ସହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଏହାସହ ଜିଲ୍ଲାପାଳ ସମର୍ଥ ବର୍ମା କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି ।…
Read More...

ପାଟଣା ଅଞ୍ଚଳରେ ବିଶ୍ଵକର୍ମା ପୂଜା

ପାଟଣା : ନିର୍ମାଣର ଆଦିସ୍ରଷ୍ଟା ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଟଣା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ମୁଖ୍ୟାଳୟ ସମେତ ସ୍ୱାମ ହନୁମାନ ଛକ, ଆନନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣ ଓ ତୁରୁମୁଙ୍ଗାର ଟାଟା ପାୱାର ଉପଖଣ୍ଡ କାର୍ଯ୍ୟାଳୟରେ…
Read More...

ଯୁକ୍ତ ୨ ସ୍ପଟ ନାମଲେଖା ଆରମ୍ଭ

ଭୁବ‌ନେଶ୍ୱର : ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୨ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଛି । ପୂର୍ବାହ୍ନ ୧୧ଟାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହି ତାଲିକା ପ୍ରକାଶ ପାଇବା ପରେ ସ୍ପଟ୍ ନାମଲେଖା ଶନିବାର ଦିନ ୧୨ଟାରୁ ଆରମ୍ଭ ହୋଇଛି । ୨୦…
Read More...

ଆଠଗଡରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା

ଆଠଗଡ : ଆଠଗଡ ଟାଟା ପାୱାର ବିଦ୍ୟୁତ୍‍ ବିତରଣ କମ୍ପାନୀ ପକ୍ଷରୁ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସବଷ୍ଟେସନ ପରିସରରେ ସୁନ୍ଦର ଆଲୋକ ତୋରଣ ଓ ସାଜ୍ଜସଜ୍ଜା ମଧ୍ୟରେ ପୂଜା ଅନୁଷ୍ଠିତ ହୋଇଯାଇଛି । ସହକାରୀ ଯନ୍ତ୍ରୀ ଗୋରମୋହନ ସାହୁଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ…
Read More...

ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ୨୭ରେ

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଚଳିତମାସ ୨୭ ତାରିଖ ଦିନ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ସମ୍ପର୍କରେ ସୂଚନା ଦେଇଥିବା ହାଇକୋର୍ଟ…
Read More...

ବିଶ୍ୱକର୍ମା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେଭି ଗ୍ରୀଡ ସବଷ୍ଟେସନ ମାଧିଆପାଲି ପରିସରରେ ବିଶ୍ୱକର୍ମାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କର୍ତ୍ତା ଭାବେ ହରିହର ପଧାନ (ଲାଇନମ୍ୟାନ ଏ) ଓ ପୂଜକ ଭାବେ ଉମାକାନ୍ତ ଚାନ୍ଦ ଦାୟିତ୍ୱ ତୁଳାଇ ଥିବା ବେଳେ ପ୍ରିୟନାଥ ଦଣ୍ଡସେନା, ରୁତୁରାଜ ପଧାନ,…
Read More...