ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ୫୩ ନଂ ଜାତୀୟ ରାଜପଥର ବଡଝରା ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଉଦୟଗିରି ଗ୍ରାମର ରଞ୍ଜନ ମୁଣ୍ଡା(୨୧) ବୋଲି ଜଣାପଡ଼ିଛି । ସୂଚନେ ଅନୁସାରେ,!-->…
Read More...
Read More...