pakka

ରକ୍ତତୀର୍ଥ ଇରମ୍‌ର ପବିତ୍ର ମାଟିରେ ପହଞ୍ଚିଛି ଅହିଂସା ରଥ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରକ୍ତତୀର୍ଥ ଇରମ୍‌ର ପବିତ୍ର ମାଟିରେ ଗତକାଲି ପହଞ୍ଚିଛି ଅହିଂସା ରଥ । ବାସୁଦେବପୁରରେ ବିଧାୟକଙ୍କ ସମେତ ଦେଶପ୍ରେମୀ ନାଗରିକ ଉଚ୍ଛ୍ୱସିତ ଢଙ୍ଗରେ ସ୍ୱାଗତ କରିଛନ୍ତି ଏହି ରଥକୁ । ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ବାଣ୍ଟିଛନ୍ତି ସ୍ୱାଧୀନତାର ମହକ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

seventeen + three =