pakka

କୋରାପୁଟ ଓ ବାଲେଶ୍ୱର ଜିଲ୍ଲାରେ ସମାପ୍ତ ହୋଇଛି ଅହିଂସା ରଥ ପରିକ୍ରମା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟ ଓ ବାଲେଶ୍ୱର ଜିଲ୍ଲାରେ ଅହିଂସା ରଥ ପରିକ୍ରମା ସମାପ୍ତ ହୋଇଛି । ଉଭୟ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତସ୍ତରରେ ଅହିଂସା ରଥ ସ୍ୱାଗତରେ ଦେଖିବାକୁ ମିଳିଛି ଅଭୁତପୂର୍ବ ଜନ ସମାଗମ ତଥା ସାଂସ୍କୃତିକ କାର୍ୟ୍ୟକ୍ରମ । କୋରାପୁଟର ଏକାଧିକ ସ୍ଥାନରେ ଦେଖିବାକୁ ମିଳିଥିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

3 × 1 =