୮୪ ଘର ଅଘରିଆ ସମାଜର ନୂଆଁଖାଇ ଭେଟ୍ଘାଟ୍- ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ବଲାଙ୍ଗିର ଠାରେ ୮୪ ଘର ଅଘରିଆ ସମାଜ ତରଫରୁ ଆୟୋଜିତ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ହଜାର ହଜାର ଜାତିଭାଇଙ୍କ ଗହଣରେ ସମ୍ପନ୍ନ ହୋଇଯାଇଛି । ସକାଳ ୮ଘ. ସମୟରେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ, ମା' ସମଲେଶ୍ୱରୀ,!-->…
Read More...
Read More...