Yearly Archives

2022

୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ୩୦% ଅଭିବୃଦ୍ଧି ହାସଲ

ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୦୨୨-୨୩ ଆର୍ଥିକ ବର୍ଷରେ ୨୩ ଶତାଂଶ ବଢିଛି୨୦୨୨-୨୩ ଆର୍ଥିକ ବର୍ଷରେ ଅଗ୍ରିମ ଟିକସ ସଂଗ୍ରହ ଚଳିତ ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ୨,୯୫, ୩୦୮ କୋଟିରେ ପହଞ୍ଚିଛି ଓ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୭%ଚଳିତ ଆର୍ଥିକ ବର୍ଷରେ କରଦାତାଙ୍କୁ ମୋଟ ୧, ୩୫, ୫୫୬
Read More...

ଗୌଡଗୋଠରେ ସଞ୍ଚସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡଗୋଠ ହାଇସ୍କୁଲ ପଡିଆରେ ଏକଲ ଅଭିଯାନ ଓ ଅଭ୍ୟୁଦୟ ୟୁଥ୍ କ୍ଲବ ଆନୁକୂଲ୍ୟରେ ସଞ୍ଚସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଟଙ୍କଧର ବେରିଆ, ରବୀନ୍ଦ୍ର ରଣା ଯୋଗ ଦେଇଥିଲେ ।
Read More...

ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ଷୋହଳ ପୂଜା ଆରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡର ପ୍ରସିଦ୍ଧ ଶକ୍ତି ପୀଠ ତଥା ଅଧିଷ୍ଠାତ୍ରୀ ଦେବୀ ମା' ପାଟଣେଶ୍ୱରୀ ଦେବୀ ଓ ସମଲେଶ୍ୱରୀଙ୍କ ମନ୍ଦିରରେ ମା'ଙ୍କ ପ୍ରତିଷ୍ଠିତ ପାଟଖଣ୍ଡା ଧୁଆ ହେବା ସହ ଷୋହଳ ପୁଜା ଆରମ୍ଭ ହୋଇଯାଇଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦଶହରା ନିମନ୍ତେ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୯ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ବୀରମହାରାଜପୁର ବ୍ଲକର ୦୩ଟି କେନ୍ଦ୍ରରେ(କୋର୍ବେଭାକ୍ସ)ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି
Read More...

ରକ୍ଷକ ତାଲିମ୍ କର୍ମଶାଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ବାଣିଜ୍ୟ ଓ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଥାନା ପରସରରେ ଥିବା ଅଭ୍ୟର୍ଥନା କକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ରକ୍ଷକ ତାଲିମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ରାସ୍ତାକଡ ଦୋକାନୀ, ବାହାନ ଚାଳକ ଓ
Read More...

ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ : ଓଡ଼ିଶା ଆସୁଛନ୍ତି ମହାରାଷ୍ଟ୍ରର ୫୦ ଛାତ୍ରଛାତ୍ରୀ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ । ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷା ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷା ସଂଘ (ଏନ୍‌ପିଏସ୍‌) ଆଜି କଲେଜ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ସମସ୍ତ ସଂଘର ସଭ୍ୟ/ ସଭ୍ୟା ସରକାରଙ୍କର ନୂତନ ପେନସନ୍‌ ଯୋଜନାକୁ ବିରୋଧ କରିବା ଓ ଜିଲ୍ଲା ଅଧିନରେ ଥିବା ଗୋଷ୍ଠୀ ଶିକ୍ଷା
Read More...

ବୈତାଳି କ୍ଲଷ୍ଟରରେ ଇକୋ କ୍ଲବ ପୁନର୍ଗଠନ ସହ ପରିଚୟ ପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ ଦିବସ କୁମାର ସାହୁ ଯୋଗ ଦେବା ପରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ପରିଲକ୍ଷିତ ହେଉଛି । ଖାସ କରି ବିଦ୍ୟାଳୟ
Read More...

ସନଦାଦର ବିଦ୍ୟାଳୟରେ ପୋଷଣ ମାସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ମାର୍ଗଦର୍ଶନରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ପୋଷଣ ମାସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କ୍ରମରେ ବୈତାଳି
Read More...

ସତୀଭଟା ହାଇସ୍କୁଲର ଛାତ୍ରୀ କଲ୍ୟାଣୀ ସାହୁ ଜାତୀୟ ସ୍ତରରେ ପୁରସ୍କୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସତୀଭଟା ଉଚ୍ଚ ବିଦ୍ୟାଳୟର ଛାତ୍ରୀ କଲ୍ୟାଣୀ ସାହୁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଦିଲ୍ଲୀ ପ୍ରଗତି ମୈଦାନ ବିଜ୍ଞାନ ଭବନରେ ଅନୁଷ୍ଠିତ ଇନ୍ସପାଏର ଆୱାର୍ଡ ପ୍ରତିଯୋଗିତାରେ ସତୀଭଟା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଧନଞ୍ଜୟ ସାହୁଙ୍କ ପରିକଳ୍ପିତ
Read More...