Yearly Archives

2022

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଜନପ୍ରତିନିଧି ଭାବେ
Read More...

ଖଣ୍ଡାଧୂଆ ବେଳେ ନିଶାନବାଦକଙ୍କ ମୃତ୍ୟୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖଣ୍ଡାଧୂଆ ବେଳେ ନିଶାନବାଦକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପାଟଣାଗଡ଼ ପ୍ରସିଦ୍ଧ ଇଷ୍ଟ ଦେବୀ ମା' ପାଟଣେଶ୍ୱରୀଙ୍କ ପାଟଖଣ୍ଡାକୁ ଗତକାଲି ରାତିରେ ପଞ୍ଚବାଦ୍ୟ ସହ ଶାେଭାଯାତ୍ରାରେ ସ୍ଥାନୀୟ ପୋଖରୀକୁ ନିଆଯାଉଥିବା ବେଳେ ନିଶାନବାଦକ
Read More...

ଅପର ଇନ୍ଦ୍ରାବତୀ ଠାରେ ୬୦୦ ମେଗାୱାଟ ପମ୍ପ୍ ଷ୍ଟୋରେଜ୍ ପାଇଁ ଅନୁମତି ପାଇଲା ଓଡ଼ିଶା ଜଳ ବିଦ୍ୟୁତ ନିଗମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଅପର ଇନ୍ଦ୍ରାବତୀ ଠାରେ ୬୦୦ ମେଗାୱାଟ ପମ୍ପ୍ ଷ୍ଟୋରେଜ୍ ନିମନ୍ତେ ଓଡ଼ିଶା ଜଳ ବିଦ୍ୟୁତ ନିଗମ ଅନୁମତି ପାଇଛି । ଏଥିରେ ଲାଗିବାକୁ ଥିବା ଚାରୋଟି ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିଲା । ପ୍ରତ୍ୟେକ ଟରବାଇନରୁ ୧୫୦ ମେଗାୱାଟ୍‌
Read More...

ରାୟଗଡ ଜିଲ୍ଲାରେ ପରିକ୍ରମା କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାୟଗଡ ଜିଲ୍ଲାରେ ଅହିଂସା ରଥ ପରିକ୍ରମାରେ ବିଭିନ୍ନ ସ୍ଥାନରେ ଗତକାଲି ଦେଖିବାକୁ ମିଳିଥିଲା ବିଶାଳ ଜନ ସମାଗମ । ଶତାଧିକ ଛାତ୍ରଛାତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବା ସହିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ରଥକୁ
Read More...

ବରମୁଣ୍ଡାରେ ନିର୍ମାଣାଧିନ ଇଣ୍ଟର ଷ୍ଟେଟ୍ ବସ୍‌ ଟର୍ମିନାଲ କାମର ଅଗ୍ରଗତି ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଗତକାଲି ବରମୁଣ୍ଡାରେ ନିର୍ମାଣାଧିନ ଇଣ୍ଟର ଷ୍ଟେଟ୍ ବସ୍‌ ଟର୍ମିନାଲ କାମର ଅଗ୍ରଗତି ସମୀକ୍ଷା କରିଛନ୍ତି । ଗତକାଲି ଅପରାହ୍ନରେ BDA BBSR ଉପାଧ୍ୟାକ୍ଷ ସଞ୍ଜୟ କୁମାର ସିଂହଙ୍କ ସହ ବରମୁଣ୍ଡା ଯାଇ
Read More...

ଶକ୍ତିପୀଠରେ ଷୋଡଶ ଉପଚାର ପୂଜା

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଲଇଡା, ରମ୍ପେଲାକେମ୍ପ, ସାଳଡ, ଲପଙ୍ଗା, ତୁଳାରମା(ଝାଙ୍କରପାଲି) ପୁଡାପଡା ଆଦି ଗ୍ରାମରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ବ୍ଲକ୍ ତଥା ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଲଇଡା ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ଦେବୀଙ୍କୁ ସୁସଜ୍ଜିତ କରି
Read More...

କଟକ ଗସ୍ତ କରି ଏସସିବି ବଡ଼ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

କଟକ : କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ । କଟକ ଗସ୍ତ କାଳରେ ସେ ଏସସିବି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ୨୦୨୩ ସୁଦ୍ଧା ଏସସିବି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫୫୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ଜଣ
Read More...

ସ୍ୱର୍ଗତ ଇଂ ଦେବବ୍ରତ ମିଶ୍ରଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ନେହେରୁ ଏସୋସିଏସନ୍‌ ପରିସରରେ ଏସୋସିଏସନ୍‌ର ସଭାପତି ଆନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ବରଗଡ ନେହେରୁ ଏସୋସିଏସନ୍‌ ଓ ଆମ ଓଡ଼ିଶାର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଏକ ରକ୍ତଦାନ ଶିବିର । ଉକ୍ତ ଶିବିରକୁ ଇଂରାଜୀ ଶିକ୍ଷୟତ୍ରୀ ସୁଶ୍ରୀ ଅଙ୍କିତା
Read More...

ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ

'ସାହିତ୍ୟ : ଜଣା ଅଜଣା' ପୁସ୍ତକ ଲୋକାର୍ପଣ ଓ ବୃକ୍ଷ ରୋପଣ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସିଦ୍ଧପୀଠ ଆଂକୋଇରେ ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ରବିବାର ଦିନ ଡାଇରେକ୍ଟର ନୀଳମଣୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଲକୋର
Read More...