ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ପାଇବେ ଏକଲବ୍ୟ ପୁରସ୍କାର
ଭୁବନେଶ୍ୱର : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଇକଲ ଚାଳିକା ସ୍ୱସ୍ତି ସିଂହ ୨୦୨୨ ବର୍ଷ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ । ରବିବାର ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ବିଚାରକ କମିଟି ବୈଠକରେ ସର୍ବସମ୍ମତି କ୍ରମେ ସ୍ୱସ୍ତିଙ୍କୁ ୩୦ତମ ଏକଲବ୍ୟ ପୁରସ୍କାରର ବିଜେତା ଘୋଷଣା କରାଯାଇଛି ।!-->…
Read More...
Read More...