pakka

ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ଜିଲ୍ଲାସ୍ତରୀୟ ବୈଠକ

bbehera

ବଲାଙ୍ଗିର /ଦେଓଗାଁ : ବଲାଙ୍ଗିର ସ୍ଥିତ ଠିକାଦାରପଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଦାନପ୍ରାପ୍ତ କିରାଣୀ ସଂଘର ପରିଚାଳନା ଓ ଉପଦେଷ୍ଟା କମିଟି ଉପସଭାପତି ବଡ ରଣାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ବୈଠକ ପରେ ସଂଘର ସମସ୍ତ କର୍ମକର୍ତ୍ତା ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରି ପାଣିଗ୍ରାହୀଙ୍କୁ ସାକ୍ଷାତ କରି କିରାଣୀ ସଂଘର ସମସ୍ୟା ବିଷୟରେ ଆଲୋଚନା କରିବା ସହ ସମସ୍ୟାକୁ ଓଷ୍ଟା ତରଫରୁ ସରକାରଙ୍କ ନିକଟରେ ଦାବୀ କରିବା ପାଇଁ ଜଣାଇଥିଲେ । ବୈଠକରେ ବୌଦ୍ଧ ଜିଲ୍ଲା କିରାଣୀ ସଂଘର କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

2 × five =

error: Content is protected !!