Yearly Archives

2022

ନୂତନ ବସଷ୍ଟାଣ୍ଡ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲକ୍ଷାଧିକ ଟଙ୍କା ବ୍ୟୟରେ ପୌର ପରିଷଦ ଦ୍ୱାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ବହୁ ପ୍ରତୀକ୍ଷା ପରେ ଗତ ବର୍ଷ ଅଗଷ୍ଟ ୨୦ ତାରିଖ ଦିନ ତତ୍କାଳୀନ ପୌର ପ୍ରଶାସିକା ତଥା ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଉଦ୍‌ଘାଟନ ପରେ ଘରୋଇ ବସ୍‌ ଗୁଡିକ ଉକ୍ତ ଷ୍ଟାଣ୍ଡରୁ…
Read More...

ୱାଇଏମ୍‌ଏଫ୍‌ଆଇ ଓ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ଓଡିଶାର ଜଣାଶୁଣା ଉଦ୍‌ଘୋଷିକା, କଣ୍ଠଶିଳ୍ପୀ, ସଂଗଠିକା ତଥା ସମାଜସେବୀ ସ୍ୱର୍ଗତା ମିନାକ୍ଷୀ ଧରଙ୍କ ପ୍ରଥମ ତିରୋଧନ ଦିବସ ଉପଲକ୍ଷେ ଆସନ୍ତା ୨୧ ତାରିଖ ଦିନ ସଂଧ୍ୟା ୬ ଘଟିକା ସମୟରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ସଭା 'ସ୍ମୃତିରେ…
Read More...

ସଇଁତଲା ସହରରେ ପାନୀୟ ଜଳ ଅବ୍ୟବସ୍ଥାକୁ ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ : ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ…

ନୂତନ ଗଭୀର କୂଅ ଖନନ ଓ ସହରକୁ ପାଇପ ଯୋଗାଣ ବ୍ୟବସ୍ଥା ନେଇ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଯାଉଛି । ଯାହା ଫଳରେ ସହରବାସୀ ପାଣି ପାଇବାରୁ ବଞ୍ଚିତ ହେବା ସହିତ ଅସୁବିଧା ସମ୍ମୁଖୀନ…
Read More...

ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କଲେ ଛତ୍ରପୁର ଆଇଆଇସି

ଆମ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର : ୧୦୧ ୟୁନିଟ ରକ୍ତ ସଂଗ୍ରହ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍‌ ସେମିନାର ହଲ୍‌ରେ ଆମ ପୋଲିସ ସୌଜନ୍ୟରେ ଏକ ମେଗା ରକ୍ତଦାନ ଶିବିର ଗୁରୁବାର ଦିନ ଆୟୋଜିତ ହୋଇଥିଲା । ଆରକ୍ଷୀ…
Read More...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମର ଜୈନିକ ବ୍ୟକ୍ତି ରାମ ପ୍ରସାଦ ବେହେରା (୪୫) ଗତ ଦୁଇ ଦିନ ହେଲା ଘରୁ ଶୌଚ କରିବାକୁ ପୋଖରୀକୁ ଯାଇ ଆଉ ଘରକୁ ଫେରି ନଥିଲେ । ଏନେଇ ବରଗଡ଼ ଟାଉନ ଥାନାରେ ତାଙ୍କର ପୁଅ ଅଶ୍ୱିନୀ ବେହେରା ଏକ ନିଖୋଜ ରିପୋର୍ଟ ଦେଇଥିଲେ । ଆଜି…
Read More...

ଛତ୍ରପୁର ଠାକୁରାଣୀଯାତ୍ରା ଦେଖିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ଆଜି ସନ୍ଧ୍ୟାରେ ଯୋଗଦେଉଛନ୍ତି !

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ସମାହିତ ହୋଇଆସୁଥିବା ଐତିହାସିକ ଠାକୁରାଣୀ ଯାତ୍ରାରେ ଦେବୀଙ୍କ ଏହି ଯାତ୍ରାଲୀଳା ଦର୍ଶନ କରିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମହୋଦୟା ଶୁକ୍ରବାର ସନ୍ଧ୍ୟାରେ ଯୋଗଦେଉଥିବା ବିଷୟରେ ଯାତ୍ରାକମିଟିର ମୁଖପାତ୍ର…
Read More...

ଥାଇଲାଣ୍ଡ ଓପନ୍‌ କ୍ୱାର୍ଟରରେ ସିନ୍ଧୁ

ବ୍ୟାଙ୍କକ୍‌ : ଦୁଇ ଥରର ଅଲମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଗୁରୁବାର ମହିଳା ଏକକ ପ୍ରିକ୍ୱାର୍ଟର ଫାଇନାଲରେ ବିଶ୍ୱର ସପ୍ତମ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୬, ୨୧-୧୩ରେ ଜୋରିଆର ସିମ୍‌…
Read More...

ଭାଗବତ ମନ୍ଦିର ଉଦ୍‌ଘାଟିତ

କଣ୍ଟାବାଞ୍ଜି, (କୌଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଅଶୋକନଗରସ୍ଥିତ ଧୁବାପଡାଠାରେ ଭାଗବତ ମନ୍ଦିର ଉଦ୍‌ଘାଟିତ ହୋଇଛି । ଏହି ପଡାରେ ଚାଲିଥିବା ପ୍ରହରୀରେ ଯୋଗ ଦେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଏନ୍‌ଏସ୍‌ଜି ଅଧ୍ୟକ୍ଷ ବରିୟାଂମ ସିଂହ ସାଲୁଜା ଠାକୁରଙ୍କ ଦର୍ଶନ ପରେ…
Read More...

ମାରୱାଡି ମହିଳା ସମିତି ପକ୍ଷରୁ ସରବତ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମାରୱାଡି ମହିଳା ସମିତି ପକ୍ଷରୁ ଲୋକଙ୍କୁ ଲେମ୍ବୁ ସରବତ ବଣ୍ଟନ କରାଯାଇଛି । ମଙ୍ଗଳବାର ସ୍ଥାନୀୟ ସପ୍ତାହିକ ବଜାର ଠାରେ ମହିଳା ସମିତ ସଭ୍ୟମାନେ ଉପସ୍ଥିତ ରହି ଲୋକଙ୍କୁ ସରବତ ପ୍ରଦାନ କରିଥିଲେ । ଏଥିରେ ବଜାରକୁ ଆସୁଥିବା ହଜାର ହଜାର ଲୋକ ଉପକୃତ…
Read More...

ଗରମକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ନିର୍ଦ୍ଧାରଣ କରିବାକୁ ନିବେଦନ

ଡୁଡୁକା, (ସୁଶିଲ କୁମାର ମିଶ୍ର) : ପଶ୍ଚିମ ଓଡିଶାରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହା ଦ୍ୱାରା ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କର ପାଠପଢାରେ ସମସ୍ୟା ଦେଖାଯାଉଛି । ଅପରପକ୍ଷରେ ସ୍କୁଲ ସମୟ ସକାଳ ୯ଟାରୁ ୧୦ଟାକୁ ବୃଦ୍ଧି କରିବାକୁ ଶିଶୁ ସୁରକ୍ଷା ମଞ୍ଚ ସରକାରଙ୍କୁ ନିବେଦନ…
Read More...