Yearly Archives

2022

କାର୍‌-ଅଟୋ ମୁହାଁମୁହିଁ ଧକ୍କା, ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଭୁତିଆରବାହାଲ ହନୁମାନ ମନ୍ଦିର ନିକଟରେ କାର୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି ଏବଂ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ବଡବନ୍ଧ ଗ୍ରାମର ମେଘ ଚାନ୍ଦ ବୋଲି ଜଣାପଡିଛି । ସୂଚନା…
Read More...

ପାଣ୍ଡରା ଗ୍ରାମ ନିକଟ କୁଆଖାଇ ନଦୀରେ ନିର୍ମାଣ ହେବ ଆନିକଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୋର୍ଦ୍ଧାର ପାଣ୍ଡରା ଗ୍ରାମ ନିକଟ କୁଆଖାଇ ନଦୀରେ ନିର୍ମାଣ ହେବ 'ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ' । ଏହି ପ୍ରକଳ୍ପ ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ ସମେତ ବାଲିଅନ୍ତା ତହସିଲ ଅଞ୍ଚଳର ଜଳ ସମସ୍ୟା ଦୂର ହେବା ସହ ସ୍ଥାନୀୟ ଲୋକ କୃଷି, ଶିଳ୍ପ ଓ…
Read More...

ଏଲ୍‌ପିଜି ଦାମ୍‌ ସାଢେ ୩ ଟଙ୍କା ବଢିଲା

ନୂଆଦିଲ୍ଲୀ : ପରିବାରରେ ରୋଷେଇ ବ୍ୟବହାର ହେଉଥିବା ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର୍‌ର ମୂଲ୍ୟ ଗତକାଲି ସାଢେ ତିନି ଟଙ୍କା ବୃଦ୍ଧି ପାଇଛି । ଏହା ଫଳରେ ଦେଶର ଅଧିକାଂଶ ସ୍ଥାନରେ ତାହାର ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହୋଇଛି । ୧୨ ଦିନରେ ଏହା ଦ୍ୱିତୀୟ ବୃଦ୍ଧି । ଗତ ୭ ତାରିଖରେ ଏଲ୍‌ପିଜି…
Read More...

ରାଜ୍ୟରେ ନିର୍ମାଣ ହେବ ୧୨୮୦ଟି ଆଡ଼ିବନ୍ଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନର ବ୍ୟବସ୍ଥା କରିବା ପାଇଁ ରାଜ୍ୟରେ ୧୨୮୦ଟି ଆଡ଼ିବନ୍ଧ ନିର୍ମାଣ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ୩୫%ରୁ କମ ଜଳସେଚିତ ବ୍ଲକଗୁଡ଼ିକରେ ଏହା କାର୍ୟ୍ୟକାରୀ ହେବାକୁଥିବା ବେଳେ ୨୭,୬୦୦ ହେକ୍ଟର ଜମିକୁ ଜଳ…
Read More...

ଖନନ ହେବ ୧ଲକ୍ଷ ଗଭୀର ନଳକୂପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଜଳସେଚନକୁ ବ୍ୟାପକ କରିବା ପାଇଁ ଆଗାମୀ ୫ ବର୍ଷରେ ୧ଲକ୍ଷ ଗଭୀର ନଳକୂପ ଖନନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ରାଜ୍ୟର ୨୬ଟି ଜିଲ୍ଲାର ୨୫୬ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଉଭୟ ଫସଲ ଋତୁରେ…
Read More...

କଟକ ଚଣ୍ଡୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅନୁମୋଦନ କରିଛନ୍ତି । ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ଭକ୍ତମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ…
Read More...

ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତିନିଦିନ ପାଇଁ ରବୀନ୍ଦ୍ର ମଣ୍ଡପ ଠାରେ ଆରମ୍ଭ ହୋଇଛି ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ । ଭାରତ ସରକାରଙ୍କ ଜନଜାତି ମନ୍ତ୍ରାଳୟ ସହାୟତାରେ ରାଜ୍ୟର @stscdev ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଦେଶର ବିଭିନ୍ନ ରାଜ୍ୟର ଜନଜାତିଙ୍କ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ…
Read More...

ସାଇରସ୍‌ଙ୍କ ଆବେଦନ ସୁପ୍ରିମ୍‌ କୋର୍ଟରେ ଖାରଜ

ନୂଆଦିଲ୍ଲୀ : ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିଦା କରାଯିବା ନିଷ୍ପତ୍ତି ସପକ୍ଷରେ ୨୦୨୧ରେ ଦିଆଯାଇଥିବା ରାୟ ବିରୋଧରେ ସାଇରସ୍‌ ମିସ୍ତ୍ରୀ ଦାଖଲ କରିଥିବା ରିଭ୍ୟୁ ପିଟିସନକୁ ଗତକାଲି ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛି । ୨୦୧୬ ଅକ୍ଟୋବରରେ ନାଟକୀୟ ଢଙ୍ଗରେ ତାଙ୍କୁ ଟାଟା ସନ୍ସ ଅଧକ୍ଷ୍ୟ ପଦରୁ…
Read More...

ବେଲପଡା ବ୍ଲକରେ ୫ଟି ଯୋଜନା ତା’ ରି ବାଟରେ, ପାଠପଢ଼ା ଚାଲିଛି ଗଛ ମୂଳରେ

ଆମ ସରକାରୀ ବିଦ୍ୟାଳୟ ପ୍ରତି ସରକାରଙ୍କ ଏତେ ବିତୃଷ୍ଣା ଭାବ କ'ଣ ପାଇଁ : ସିଲିଙ୍ଗପଡା ଗ୍ରାମବାସୀ ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଛମୂଳରେ ପାଠ ପଢୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ଦିନେ ନୁହେଁ ବର୍ଷେ ନୁହେଁ ଦୀର୍ଘ ୫ ବର୍ଷ ଧରି…
Read More...