pakka

ଖନନ ହେବ ୧ଲକ୍ଷ ଗଭୀର ନଳକୂପ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଜଳସେଚନକୁ ବ୍ୟାପକ କରିବା ପାଇଁ ଆଗାମୀ ୫ ବର୍ଷରେ ୧ଲକ୍ଷ ଗଭୀର ନଳକୂପ ଖନନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ରାଜ୍ୟର ୨୬ଟି ଜିଲ୍ଲାର ୨୫୬ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଉଭୟ ଫସଲ ଋତୁରେ ଅର୍ଥକାରୀ ଫସଲ ଉତ୍ପାଦନ କରି ପ୍ରାୟ ୧ଲକ୍ଷ କୃଷକ ଲାଭବାନ ହେବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

3 × 4 =

error: Content is protected !!