pakka

ମାରୱାଡି ମହିଳା ସମିତି ପକ୍ଷରୁ ସରବତ ବଣ୍ଟନ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମାରୱାଡି ମହିଳା ସମିତି ପକ୍ଷରୁ ଲୋକଙ୍କୁ ଲେମ୍ବୁ ସରବତ ବଣ୍ଟନ କରାଯାଇଛି । ମଙ୍ଗଳବାର ସ୍ଥାନୀୟ ସପ୍ତାହିକ ବଜାର ଠାରେ ମହିଳା ସମିତ ସଭ୍ୟମାନେ ଉପସ୍ଥିତ ରହି ଲୋକଙ୍କୁ ସରବତ ପ୍ରଦାନ କରିଥିଲେ । ଏଥିରେ ବଜାରକୁ ଆସୁଥିବା ହଜାର ହଜାର ଲୋକ ଉପକୃତ ହୋଇଥିଲେ ।

jay balangir
Leave A Reply

Your email address will not be published.

6 + 10 =

error: Content is protected !!