ଗରମକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ନିର୍ଦ୍ଧାରଣ କରିବାକୁ ନିବେଦନ

ଡୁଡୁକା, (ସୁଶିଲ କୁମାର ମିଶ୍ର) : ପଶ୍ଚିମ ଓଡିଶାରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହା ଦ୍ୱାରା ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କର ପାଠପଢାରେ ସମସ୍ୟା ଦେଖାଯାଉଛି । ଅପରପକ୍ଷରେ ସ୍କୁଲ ସମୟ ସକାଳ ୯ଟାରୁ ୧୦ଟାକୁ ବୃଦ୍ଧି କରିବାକୁ ଶିଶୁ ସୁରକ୍ଷା ମଞ୍ଚ ସରକାରଙ୍କୁ ନିବେଦନ କରିଛି । ଓଡିଶାର ୩୦ ଜିଲ୍ଲାର ସମଗ୍ର ଅଞ୍ଚଳକୁ ଅବଲୋକନ କରି ସରକାର ନିଷ୍ପତ୍ତି ନେବାକୁ ଓଷ୍ଟା ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

four × three =