pakka

ଥାଇଲାଣ୍ଡ ଓପନ୍‌ କ୍ୱାର୍ଟରରେ ସିନ୍ଧୁ

bbehera

ବ୍ୟାଙ୍କକ୍‌ : ଦୁଇ ଥରର ଅଲମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଗୁରୁବାର ମହିଳା ଏକକ ପ୍ରିକ୍ୱାର୍ଟର ଫାଇନାଲରେ ବିଶ୍ୱର ସପ୍ତମ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୬, ୨୧-୧୩ରେ ଜୋରିଆର ସିମ୍‌ ୟୁ ଜିନ୍‌ଙ୍କୁ ପରାସ୍ତ କରିଥିଲେ ।

Leave A Reply

Your email address will not be published.

1 × two =