Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୨ ଜଣ, ବଲାଙ୍ଗିର ବ୍ଲକ ଖଲିଆପାଲି ଗ୍ରା.ପ.ରୁ ୧ ଜଣ, ବଙ୍ଗୋମୁଣ୍ଡା ବ୍ଲକ କୁନ୍ଦାବୁଟଲା
Read More...

ଯୁକ୍ତ ଦୁଇ ବିଜ୍ଞାନ କ୍ଷେତ୍ରରେ ଜେଆଇଟିଏମ୍‌ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିଶ୍ରମ ଓ ଅଧ୍ୟବସାୟ ସଫଳତାର ମାର୍ଗକୁ ପ୍ରଶସ୍ତ କରିଥାଏ । ଆଧ୍ୟବସାୟ ହିଁ ଅଧ୍ୟୟନର ମୂଳମନ୍ତ୍ର ହେବା ଉଚିତ । ଏହି ମୂଳମନ୍ତ୍ରକୁ ନିଜ ଜୀବନରେ ପାଥେୟ କରି ଆଜି ସଫଳତାର ଫର୍ଦ ଯୋଡିଛନ୍ତି ବଲାଙ୍ଗିର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେଆଇଟିଏମ୍‌ ଯୁକ୍ତ ଦୁଇ
Read More...

ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରେ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ : ସହାୟତା ଦାବୀରେ ଶବକୁ ରଖି ରାସ୍ତା ଅବରୋଧ,…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବରପଦର ଗାଁର ମୁରଲୀ କୁମ୍ଭାର(୫୫) ତାଙ୍କ ସ୍ତ୍ରୀ ମେନକା କୁମ୍ଭାରଙ୍କ ସହ ଗତ ଦୁଇ ମାସ ତଳେ ପେଟ ପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା କୁନୁକୁପାଡୁ ଅଞ୍ଚଳରେ ଥିବା କାଳାମ ଟେକ୍ସଟାଇଲ(ସୂତା) ନାମକ ଏକ ଘରୋଇ
Read More...

ଗରିମାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗରିମା ଓ ସେକ୍ଟର ୧ ସ୍ଥିତ ବିବେକାନନ୍ଦ ଶିକ୍ଷା ସଦନର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ଉପଲକ୍ଷେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରିମାର ଅଧ୍ୟକ୍ଷ ସୁନିଲ
Read More...

ଘର ସମ୍ମୁଖରୁ ବାଇକ ଚୋରି ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମରେ ଘର ସମ୍ମୁଖରୁ ଦିନ ଦୁଇ ପହରରେ ଏକ ବାଇକ ଚୋରି ହୋଇଯାଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଟର ସାଇକେଲଟି ସୁକାନ୍ତ ବିଶ୍ୱାଳଙ୍କ ନାମରେ ରହିଥିବା ବେଳେ ତାର ନମ୍ବର ଓଡି୧୭ଏନ୍‌୬୪୪୮ ବ୍ଲୁ କୋର ରଙ୍ଗର
Read More...

ସାମ୍ବାଦିକ ସଂଘ ତରଫରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ସଂଗ୍ରାମୀ ସ୍ମୃତି ବନ ପ୍ରତିଷ୍ଠା

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ବରଗଡ଼ ସାମ୍ବାଦିକ ସଂଘ ତରଫରୁ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ୧୫୩ ଜଣ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗ୍ରାମୀ ସ୍ମୃତି ବନ ପ୍ରତିଷ୍ଠା କରାଯାଇଛି ।
Read More...

ବିଷାକ୍ତ ସାପ କାମୁଡ଼ିବାରୁ ମା ଓ ପୁଅ ମୃତ

ବରଗଡ଼, (ନିରୋଜ କୁମାର ପାଣୀ) : ସାପ କାମୁଡାରେ ମା ଓ ପୁଅ ମୃତ । ମୃତକ ମାନେ ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି ନିବାସୀ କ୍ଷିରୋଦ୍ର ପଧାନଙ୍କ ପତ୍ନୀ ସୁନିତା ପଧାନ (୩୬) ଏବଂ ସାତ ବର୍ଷର ପୁତ୍ର ପିଉସ ପଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ
Read More...

ଦୀର୍ଘ ୧୨ ବର୍ଷ ପରେ ଛତ୍ରପୁର ସହର ମେନ୍‌ରୋଡ଼୍‌ର ନାଳ ନାର୍ଦ୍ଦମା ସଫେଇ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ବର୍ଷର ବ୍ୟବଧାନ ପରେ ଛତ୍ରପୁର ସହରର ସମସ୍ତ ନାଳ ନାର୍ଦ୍ଦମାଗୁଡିକର କୁଢ଼କୁଢ଼, ବାଲି, ମାଟି, ପୋଚ-ପଙ୍କ ଆଦି ଏନ୍‌ଏସିର ମେହେନ୍ତରମାନଙ୍କୁ ନେଇ ବାହାର କରାଯାଇଛି । ଯାନ୍ତ୍ରିକ ଗାଡ଼ିସହ, ହିଟେଜ୍‌ ଲଗାଇ ନାଳ ଘୋଡଣୀ ବାହାର କରି
Read More...

ଦିବ୍ୟାଙ୍ଗ ଅନୁଷ୍ଠାନର ଅର୍ଥ ହରିଲୁଟ ଓ କେଲେଙ୍କାରୀ ମାମଲା ଅଧିକ ଘନୀଭୂତ

ଆନନ୍ଦ ରାଓଙ୍କ ସହଯୋଗୀ ଶଙ୍କର ମହାନ୍ତିଙ୍କୁ ପ୍ରଶାସନ ଆଗରେ ଘେରିଲେ ଅଭିଭାବକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମସ୍ତ ଜମାଖାତାର ଷ୍ଟେଟମେଣ୍ଟ ଆଇସିଆଇସି ବ୍ୟାଙ୍କ ଛତ୍ରପୁର ଶାଖା କର୍ତ୍ତୃପକ୍ଷ ପ୍ରଶାସନକୁ ମଙ୍ଗଳବାର ପ୍ରଦାନ କଲା । ତା'ସାଂଗକୁ ଆନନ୍ଦ ବାବାଙ୍କର ଅନ୍ୟଜଣେ
Read More...

ଟାଟା ଚା’ କମ୍ପାନୀର ଶ୍ରମିକଙ୍କ ଆନ୍ଦୋଳନ ତେଜୁଛି

• ଟାଟା ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାରମୟ ପରିସ୍ଥିତି ଦେଇ ଗତି କରୁଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଟାଟା ଚା' କମ୍ପାନୀରେ ନିୟୋଜିତ ପ୍ରାୟତଃ ୪ଶହ କର୍ମଚାରୀ ଏବେ ପ୍ରାୟ ମାସାଧିକ ଦିନ ହେଲା କାମ ଧନ୍ଦା ନ ପାଇ ହତାଶ ହୋଇ ବସିଛନ୍ତି । କୌଣସି ସାମାନ୍ୟ ଅଭିଯୋଗ କଲେ
Read More...