Daily Archives

ଆଇବିଏସ୍ ପକ୍ଷରୁ ପ୍ରଶିକ୍ଷକ ଜ୍ଞାନ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଇବିଏସ୍‌ ବିଜନେସ୍ ସ୍କୁଲ୍ ପକ୍ଷରୁ 'ପ୍ରଶିକ୍ଷକ ଜ୍ଞାନ ସହଭାଗିତା କାର୍ଯ୍ୟକ୍ରମ' ହୋଟେଲ ପ୍ରେସିଡେନ୍ସିରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ୍‌ର ପ୍ରିନ୍ସିପାଲ ଡି. ଏନ୍. ମିଶ୍ର ମୁଖ୍ୟ ଅତିଥି ଭାବେ
Read More...

ପୋଖରୀରେ ବୁଡ଼ି ୫ ବର୍ଷର ଶିଶୁକନ୍ୟା ମୃତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ଅଣଖାସାହିରେ ପୋଖରୀରେ ବୁଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶିଶୁକନ୍ୟା ଜଣଙ୍କ ମାଧପୁର ପଞ୍ଚାୟତ ଅଣଖାସାହି ଗାଁର ରଞ୍ଜନ ଦାସଙ୍କ ଝିଅ ସ୍ଵାତି ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶିଶୁଟି ଘର ନିକଟରେ
Read More...

ରାଜ୍ୟରେ ୧୩୧ଟି ଶୀତଳ ଭଣ୍ଡାର ମଧ୍ୟରୁ ୯୮ ଅଚଳ, ୩୩ ସଚଳ : କୃଷି ମନ୍ତ୍ରୀ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ମୋଟ ୧୩୧ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡ଼ିଥିବା ବେଳେ ମାତ୍ର ୩୩ଟି ସଚଳ ରହିଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବଭଳି ରାଜ୍ୟରେ ଆଉ ବଡ଼ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ ।
Read More...

ଭୂମିକମ୍ପରେ ଥରିଲା ଫିଲିପାଇନ୍ସ

ଫିଲିପାଇନ୍ସ : ଭୂମିକମ୍ପରେ ଥରିଲା ଫିଲିପାଇନ୍ସ । ଆଜି ସକାଳୁ ଫିଲିପାଇନ୍ସରେ ଭୂକମ୍ପର ତୀବ୍ର ଝଟକା ଆଜି ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ଦକ୍ଷିଣ-ପୂର୍ବରେ ୧୪ କିଲୋମିଟର ଦୂରରେ ଥିବା ଡୋଲୋରେସରେ ସୃଷ୍ଟି ହୋଇଛି । ମାନିଲାରେ ୩୦୦ କିଲୋମିଟରରୁ ଅଧିକ ଦୂର
Read More...

ଲାଞ୍ଚ ନେବା ବେଳେ ଧରାପଡିଲେ ପଦ୍ମପୁର ବ୍ଲକ୍ ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ

ରାୟଗଡା : ଲାଞ୍ଚ ନେବା ବେଳେ ଧରାପଡିଲେ ପଦ୍ମପୁର ବ୍ଲକ୍ ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ । ପଦ୍ମପୁର ସ୍ଥିତ ଭଡା ଘରେ ଜଣେ ଚାଷୀଙ୍କଠୁ ଜିତେନ୍ଦ୍ର ପଟ୍ଟନାୟକ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ତାଙ୍କୁ ଗରଫ
Read More...

ମଦ ପିଇ ରାସ୍ତାରେ ଗଡିବା ପଡିଲା ମହଙ୍ଗା, ପୋଲିସ କନଷ୍ଟେବଳ ନିଲମ୍ବିତ

ଉଦଳା : ନିଶା ଖାଇ ସର୍ବସାଧାରଣ ସ୍ଥାନରେ ପଡିବା ଏବଂ ମାତାଲ ହୋଇ ବୁଲିବା ଜଣେ ପୋଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡିଛି । ମାତାଲ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା କୁଣ୍ଡାବାଇ ଫାଣ୍ଡିର କନଷ୍ଟେବଳ ଇଶ୍ବର
Read More...

ଭୁବନେଶ୍ୱରରେ ହେବ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି
Read More...

ଆତ୍ମାବିଶ୍ୱାସ ସହ ସରକାରୀ ସହାୟତା ହେଲେ ଦାଦନ ମହିଳା ବି ହୋଇ ପାରନ୍ତି ଆତ୍ମ ନିର୍ଭରଶୀଳ : ସର୍ଗିପାଲି ଗାଁ ଭାନୁମତୀ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଅନେକ ସମୟରେ ଜନ ସାଧାରଣଙ୍କ ଯୋଜନା ପ୍ରତି ଅନିଚ୍ଛା ତ ପୁଣି ସରକାରୀ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଅନେକ ସମୟରେ ଯୋଜନା ବିଫଳ ହେବା ସହ ସରକାରଙ୍କ ଲକ୍ଷ ପୂରଣ ହୋଇପାରିନଥାଏ । ହେଲେ ଯଦି
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ

କେନ୍ଦ୍ରାପଡ଼ା : ଲାଞ୍ଚ ନେବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂ ଭିଜିଲାନ୍ସ ହାତରେ ଧରା ପଡ଼ିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିବା ଜଣାପଡିଛି । ଖବର ଅନୁଯାୟୀ, ଭିଜିଲାନ୍ସ ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲା
Read More...

ଉଚ୍ଚ ଲହଡି ମାଡ଼ରେ ବେଳାଭୂମି ଅବକ୍ଷୟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବର୍ଷା ଦିନେ ସାଧାରଣତଃ ନଦୀ ଓ ସମୁଦ୍ର ଜଳ ଫୁଲି ଉଠିଥାଏ । ଅନେକ ବର୍ଷ ହେଲା ଅଶାନ୍ତ ସମୁଦ୍ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ବେଳାଭୂମି ଅବକ୍ଷୟ ହେଉଥିବା ପରିଲକ୍ଷିତ ହେଉଛି । ସମ୍ପ୍ରତି ବର୍ଷାଦିନ ଫଳରେ ସମୁଦ୍ର ଜଳ ପୁଲି
Read More...