Daily Archives

ସ୍ୱଚ୍ଛ ଭାରତ ମିଶନ-୧କୁ ଗିଲି ଦେଇ ଥିବା ଅଭିଯୋଗ : ଏବେ ୨ର ପାଳି, ବର୍ଷ ବର୍ଷ ଧରି ଅଚଳ ନଳକୂପରେ ସୋକପିଟ ନିର୍ମାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଦୁର୍ନୀତିର ଗନ୍ତାଘର ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ବ୍ଲକ ସାରା ହେଉଥିବା କାମ କେବଳ ଓଉପଚାରିକତା ପୂରଣ ଉଦ୍ଦେଶ୍ୟରେ ହେଉଛି । ପରୋକ୍ଷ ଭାବରେ କହିବାକୁ ଗଲେ କେବଳ ସରକାରୀ ଆର୍ଥିକ ଅନୁଦାନର ବାଟମାରଣା ପାଇଁ…
Read More...

ଦୀପାଙ୍କ ପ୍ରୟାସରେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଶତାଧିକ ପ୍ରବାସୀ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ୪ଟି ଜିଲ୍ଲାର ପାଖାପାଖି ୧୦୦ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ତିରୁପତି ଜିଲ୍ଲାର ଏକ ଇଟାଭାଟିକୁ କାମ କରିଯାଇ ନିର୍ୟାତନାର ଶିକାର ହେଉଥିଲେ ଯାହାଙ୍କୁ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇଛି ।…
Read More...

ଜିଲ୍ଲା ପ୍ରଶାସନ ଦ୍ୱାରା ଯମୁନା ବାହାଲରୁ ଉଦ୍ଧାର ହେଲେ ପାୟଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିରର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଓ ସେବିକା ଆହ୍ଲାଦିନୀ ସେଠ୍‌ ଯମୁନାବାହାଲ ଯାଇ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ସସ୍ପର୍ଶରେ ଆସି ଅଣ୍ଟାରୁ ତଳକୁ ଉଭୟ ଗୋଡ,…
Read More...

କ୍ଷୁଦ୍ର ଜଳସେଚନ ବିଭାଗର ସେବା ନିବୃତ୍ତି ବିଦାୟକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ବିଜୟ କୁମାର ପରିଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ନିର୍ବାହୀଯନ୍ତ୍ରୀ ରବି ରଥ ବିଭାଗୀୟ ଗୁରୁ ଦାୟିତ୍ୱ ହାତକୁ ନେଇଛନ୍ତି ।…
Read More...

ବିଶ୍ୱ ସ୍ୱପରାୟଣତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଏସ୍‌ବି ନିରତାଲ ତତ୍ତ୍ୱାବଧାନରେ ଚାଳିତ ସିଆର୍‌ସି-ଏସ୍‌ଆର୍‌ଇ - ପୂର୍ନବାସ କେନ୍ଦ୍ରଠାରେ ସ୍ୱପରାୟଣ (ଅର୍ଟିଜମ) ସଚେତନତା ଦିବସ ପାଳିତ ହୋଇଯାଇଛି । ସିଆର୍‌ସି-ଏସ୍‌ଆର୍‌ଇ ବଲାଙ୍ଗିରର ନିର୍ଦ୍ଦେଶକ ସୂର୍ଯ୍ୟମଣୀ ପ୍ରସାଦଙ୍କ…
Read More...

୧୯୮୪ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବପୁରାତାନ ଶିକ୍ଷାନୁଷ୍ଠାନ ମହତାବ ଉଚ୍ଚ ବିଦ୍ୟାଳୟର୧୯୮୪ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରମାନଙ୍କ ମଧ୍ୟରେ ଏକ ବନ୍ଧୁମିଳନ ଉତ୍ସବ ମା ଗଡଚଣ୍ଡି, ଗଡକାଳୁପଡା ପୀଠସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ପର୍ବ…
Read More...

କୁରୁଲଠାରେ ନିଶୁକ୍ଲ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର-ପୋଷଣ ଅଭିଯାନ-୨୦୨୨ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ କୁରୁଲ ରାମଜୀ ହାଇସ୍କୁଲଠାରେ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ତଥା ଜାତୀୟ ଆୟୁଷ ମିଶନ, ଆୟୁୁଷ ନିର୍ଦ୍ଦେଶାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ତରଫରୁ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା…
Read More...

ଏଲ୍‌ଇଡି ବୋଝେଇ ଗାଡି ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ଜି. ଉଦୟଗିରିରୁ ଏଲଇଡି ବୋଝେଇ ଟାଟା ଏସିଇ ଗାଡି ଭୁବନେଶ୍ବର ଆସୁଥିବା ବେଳେ ୫୭ ନଂ ଜାତୀୟ ରାଜପଥରେ ଉକ୍ତ ଗାଡିକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜି.ଉଦୟଗିରିରୁ ଏକ କାର୍ୟ୍ୟକ୍ରମ ସାରି ଟାଟା ଏସିଇ ଗାଡିରେ ୧୨ଟି ଏଲଇଡି, ମିକ୍ସର ମେସିନ, ପ୍ରୋସେସର,…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଙ୍ଗୋମୁଣ୍ଡା ଥାନା ଦନ୍ଦରା ଗାଁ ନିକଟ ବୁଲାଣି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଟିଏ ବାଇକ୍‌କୁ ଏକ ଟ୍ରକ ପଛପଟଚ ଧକ୍‌କ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ…
Read More...

କେଶବଚନ୍ଦ୍ର ଆଶ୍ରମରେ ନିଃଶୁକ୍ଳ ଆକ୍ୟୁପ୍ରେସର ଚିକିତ୍ସା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ, ସେକ୍ଟର -୮, ରାଉରକେଲା ଶାଖା ଦ୍ୱାରା ଆଜି ଏକ ନିଃଶୁକ୍ଲ ଆକ୍ୟୁପ୍ରେସର୍ ଚିକିତ୍ସା ଶିବିର କେଶବଚନ୍ଦ୍ର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ସାର୍ଥକ କରିବା ପାଇଁ…
Read More...