Daily Archives

ଖର୍ଲିରେ ୟୁଥ ସାର୍ଭିସ ସେଣ୍ଟର ବଲାଙ୍ଗିର ଚାଇଲ୍ଡ ଲାଇନ ଉଦ୍ୟମରେ ଅଟକିଲା ବାଲ୍ୟବିବାହ : ବାଲ୍ୟବିବାହର କୁପରିଣାମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖର୍ଲି ଗ୍ରାମରେ ଜଣେ ନାବାଳିକାଙ୍କ ପ୍ରସ୍ତାବିତ ବିବାହକୁ ଅଟକାଇଛି ୟୁଥ ସାର୍ଭିସ ସେଣ୍ଟର ବଲାଙ୍ଗିର ଚାଇଲ୍ଡ ଲାଇନ । ସୂଚନା ଅନୁସାରେ ଖର୍ଲି ଗ୍ରାମରେ ଜଣେ ନାବାଳିକା ଝିଅକୁ ତାର ପିତା ମାତା ନିକଟସ୍ଥ ମୁନାପାଲି
Read More...

ଜିଲ୍ଲା ଓକିଲ ସଂଘ ପକ୍ଷରୁ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କୋଶଲୀ ଭାଷା ଓ ସାହିତ୍ୟର ଗବେଷକ ନରସିଂହ ପ୍ରସାଦ ଗୁରୁଙ୍କୁ ସ୍ଥାନୀୟ ବାର୍‌ ହଲଠାରେ ଆଜି ସମ୍ବର୍ଦ୍ଧନା ଜଣାଯାଇଥିଲା । ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀଣ କୁମାର ମିଶ୍ରଙ୍କ
Read More...

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ ଆମ୍ବ ଚାରା ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଅଗସ୍ତିନୂଆଁଗାଁଠାରେ ଅବସ୍ଥାପିତ ଅଷ୍ଟମ ବାଟାଲିୟନ କ୍ୟାମ୍ପସ ପରିସରରେ ଭୁବନେଶ୍ୱରସ୍ଥ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ ଆମ୍ବ ଚାରା ରୋପଣ କରାଯାଇଛି । ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଓଏସ୍‌ଏପି-ଅଷ୍ଟମ ବାଟାଲିୟନର
Read More...

ଟ୍ୟୁସନ୍ ଯାଉଛି କହି ଘରକୁ ଫେରିଲାନି ପୁଅ : ପରିବାର ପକ୍ଷରୁ ଥାନାରେ ଏତଲା, ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ସକାଳ ୭ଟା
Read More...

ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଗାଈ ଚରାଳିଙ୍କ ମୃତ୍ୟୁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ କିଆମୁଣ୍ଡା ଗାଁର ପ୍ରିୟରଞ୍ଜନ
Read More...

ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ବାଚନୀ ସଭାରେ ପୂର୍ବତନ ବିଧାୟକ ପ୍ରଦୀପ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ୧୬ ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ, ଝାରବନ୍ଧ, ପଦ୍ମପୁର ଆଦି ବ୍ଳକରେ ବିଜେପି ପ୍ରତି ଲୋକଙ୍କର ଜନ ସମର୍ଥନ ବଢ଼ିବାରେ ଲାଗିଛି । ଆଜି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳ
Read More...

ଦେଓଗାଁ ସ୍ଥିତ ବନ୍ଦ ପଡିଥିବା ବିଜୟାନନ୍ଦ ଚିନିକଳ କାର୍ଯ୍ୟକ୍ଷମ ଦାବୀ : ୧୨୬ ଦିନରେ ପହଂଚିଲା ଅନିଶ୍ଚିତକାଳୀନ ଧାରଣା

ଦେଓଗାଁ, (କେପିଏନ୍‌ଏସ୍‌) : ବର୍ତ୍ତମାନ ଦେଓଗାଁ ସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଗତ ୧ ସେପ୍ଟେମ୍ବର ୨୦୨୧ ଠାରୁ ଚିନିକଳ ସମ୍ମୁଖରେ ଆଜିକୁ ୧୬୫ ଦିନ ଅନିଶ୍ଚିତକାଳୀନ ଧାରଣା ଜାରି ରହିଛି । ଯେପର୍ଯ୍ୟନ୍ତ ସରକାର ଚନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନ ନେବା ସେ
Read More...

ଲ୍ୟାଣ୍ଡ ମାଇନରେ ମୃତ ସାମ୍ବାଦିକଙ୍କ ପରିବାରକୁ ପହଞ୍ଚିଲେ ତହସିଲଦାର

ମ.ରାମପୁର, (ହେମନ୍ତ ସାହୁ) : ଗତ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଦୁଲେନ ଛକ ନିକଟରେ ହେଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରଲୋକ ହେଇଥିଲା । ତେବେ ସରକାରଙ୍କ ତରଫରୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଥିବା ବେଳେ ଚାରି ଲକ୍ଷ
Read More...

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ : କେକେବିଏନ୍ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ଅଞ୍ଚଳରେ
Read More...

ଆଗଲପୁର ଉଭୟ ପ୍ରାର୍ଥୀଙ୍କ ପାଇଁ ନରସିଂହଙ୍କ ପ୍ରଚାର ଜନହିତକର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ଗରିବଙ୍କ ପାଇଁ ହୋଇଥିବା ସମସ୍ତ ଜନହିତକର ଯୋଜନା କେବଳ କଂଗ୍ରେସ ନିଜ ନିଜ ଅମଳରେ ଆଣିଛି । ଗ୍ରାମାଞ୍ଚଳ ଶ୍ରମିକଙ୍କ ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ହେଉ କି କୃଷକଙ୍କ ପାଇଁ ବିଭିନ୍ନ ଜଳସେଚନ ଯୋଜନା, ଗ୍ରାମାଞ୍ଚଳବାସୀଙ୍କ
Read More...