Daily Archives

ଆଦିବାସୀଙ୍କ ପ୍ରଶ୍ନ ବାଣରେ ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ : ଆଦିବାସୀ ମହିଳା ଓ ମନ୍ତ୍ରୀ ମୁହାଁମୁହିଁ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ୩୧ ନମ୍ବର ବେଲଗାଁ ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରିତାରାଣୀ ହାତୀଙ୍କ କଅଁସର ଓ ଘୁନସର ପଞ୍ଚାୟତର ଗ୍ରାମଗୁଡିକୁ ପ୍ରଚାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆସିଥିବା ବେଳେ ବ୍ଲକ
Read More...

ହରିଣକୁଲି ସରସ୍ୱତୀ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତର ହରିଣକୁଲି ସାର୍ବଜନୀନ ସରସ୍ବତୀ ପୂଜା କମିଟିର ସରସ୍ବତୀ ପୂଜା ଉପଲକ୍ଷେ ଓ ସ୍ବର୍ଗତ ମଧୁସୂଦନ ଓ ନାରାୟଣ ଗିରିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ଓ ଆମଓଡ଼ିଶା ମିଳିତ ସହଯୋଗରେ
Read More...

ଲ୍ୟାଣ୍ଡ ମାଇନ ବିସ୍ଫୋରଣ : ଗାଈ ଚରାଳୀଙ୍କ ଜୀବନ ଗଲା

ଫୁଲବାଣୀ : ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ଖବରଦାତାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାକୁ ଦୋହଳାଇ ଦେଇଥିବା ବେଳେ ଆଜି ପୁଣି ଜଣେ ନିରୀହ ଗାଈ ଚରାଳୀ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜୀବନ ହରାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି କନ୍ଧାମାଳ
Read More...

ବିଜେଡ଼ି ଗଡ଼ରେ ବିଜେପି ଦଳର ରଣହୁଙ୍କାର : ବିଜେପିରେ ସାମିଲ ହେଲେ ୩୯ ଜଣ ଯୁବକ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାମନ୍ତ୍ରୀଙ୍କ ପ୍ରଚାର ପ୍ରସାର ସେତିକି ଦେଖିବାକୁ ମିଳିଛି । ଅନ୍ୟପଟେ ଭୋଟରଙ୍କୁ ହାତେଇବା ପାଇଁ ଏବେ ଗାଁ ଗାଁରେ ରାଜନେତାମାନଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଥାଏ
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କଲେ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ ଶିବତଲା ପଞ୍ଚାୟତରେ ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀ ସଙ୍ଗୀତା
Read More...

ଅଷ୍ଟମ ବାଟାଲିୟନରେ ବନ ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗା ନିକଟସ୍ଥ ଛତ୍ରପୁର ଓ ଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ବାଟାଲିୟନ ପକ୍ଷରୁ ଗ୍ରୀନ ଡ୍ରାଇଭ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ସବୁଜ ସୁନ୍ଦର ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ନିର୍ବାଚନ ଡ଼୍ୟୁଟିକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ : ଜିଲ୍ଲାପାଳଙ୍କୁ କଲେ ଗୁହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁଲିଂ ପାର୍ଟି ନିଯୁକ୍ତି ପତ୍ର ପାଇଥିବା ବେଳେ ଏଥିରେ ଉଲ୍ଲେଖ ଥିବା ତାରିଖ ଓ ସମୟକୁ ନେଇ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ନୂତନ ଜାଗାକୁ ପହଂଚି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧ ଜଣ, ବେଲପଡା ବ୍ଲକରୁ ୧ ଜଣ, ଗୁଡଭେଲା ବ୍ଳକରୁ ୨ ଜଣ, ଖପ୍ରାଖୋଲ ବ୍ଲକରୁ ୧୫ ଜଣ, ଲୋଇସିଂହା
Read More...

ଅବକାରୀ ବିଭାଗ ପକ୍ଷରୁ ମାଗୁରବେଡ଼ାରେ ଚଢ଼ାଉ : ୮୦୦କେଜି ମହୁଲ ପୋଚ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ମଦ କାରବାର । ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ଆଜିି ଏହି ସ୍କ୍ୱାର୍ଡ ମାଗୁରବେଡ଼ା ସ୍ଥିତ ଜଙ୍ଗଲରେ
Read More...

ସାତମାଇଲ ଠାରେ ସଡ଼କ ଦୁର୍ଘଟଣା : ଆହତ ଜଣକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଆହତ ଜଣକ ଗୁରୁତର ଅବସ୍ଥାରେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଏକ ବାଇକ୍‌ ଯୋଗେ ଦ୍ରୁତଗତିରେ
Read More...