pakka

ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କଲେ ଯୁବନେତା ଅର୍କେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ ଶିବତଲା ପଞ୍ଚାୟତରେ ଜିଲ୍ଲା ପରିଷଦ ଜୋନ ନଂ.୨୩ର ବିଜେଡ଼ି ପ୍ରାର୍ଥିନୀ ସଙ୍ଗୀତା ସୁନାଙ୍କ ପାଇଁ ଆଜି ଭୋଟ ପ୍ରଚାରରେ ଅଣ୍ଟା ଭିଡ଼ିଛନ୍ତି ବିଜେଡ଼ି ଯୁବନେତା ଅର୍କେଶ । ତାଙ୍କ ସହ ଜିଲ୍ଲା ସ୍ତରର ବହୁ ବିଜେଡ଼ି କର୍ମୀ ସାମିଲ ଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

19 + 8 =