Yearly Archives

2021

କବିତା : ନାଲି ରିବନ

ଶୁଭଶ୍ରୀ ମହାରଣା ତୁ ଆସିଲୁ ବୋଲି ତ'ମୋହ ତୁଟା ଏ ଜୀବନରେଏବେ ନାଲି ରିବନ କାଟୁଛି ପ୍ରେମଲାଗୁଛି, ପ୍ରେମଋତୁର ହେଇଛି ପୁନରାଗମନ । ଋତୁ ଏବେ ନୂଆ ନୂଆପାଦ ଥାପିଛି ତାରୁଣ୍ୟରେବେଫିକର୍‌ ଗୀତ ଗାଇନିଜକୁ ହଜାଉଛି ଖିଆଲି ଭାବନାରେ । ତୁ ଆସିଲୁ ବୋଲି ତ'ରାତି ଏବେ ଅନ୍ଧାରର ପରଳ…
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ୧୬୦ ରହିଛି । ତେବେ ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୧୧ରୁ ୨, ୧୩ରୁ ୧, ୧୪ରୁ ୨, ୧୫ରୁ ୨, ୧୮ରୁ ୨, ୧୯ରୁ ୧, ୨୦ରୁ ୨, ୨୧ରୁ ୧, ୪ରୁ ୧, ୫ରୁ ୪, ୬ରୁ ୧ ଓ ୭ରୁ ୨…
Read More...

ପାହାଡଶ୍ରୀଗିଡା ଏଲ୍‌ଡି ନୋଡାଲ ୟୁପି ସ୍କୁଲରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ପାହାଡଶ୍ରୀଗିଡା ଏଲ୍‌ଡି ନୋଡାଲ ୟୁପି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରସନ୍ନ ସରାଫଙ୍କ ସଭାପତିତ୍ଵରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ପାହାଡ଼ଶ୍ରିଗିଡାର ସିଆର୍‌ସିସି ଜୟଦେବ ନାୟକ,…
Read More...

କୋଭିଡ ସମୟରେ ଘରକୁ ପରିବା ଓ କିରାନା ସାମଗ୍ରୀ ତଥା ଔଷଧ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୋଭିଡ ସମୟରେ ମ୍ୟୁନିସିପାଲିଟି ଅଂଚଳରେ ଘରକୁ ପରିବା ଓ କିରାନା ସାମଗ୍ରୀ ତଥା ଔଷଧ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ତେବେ ପ୍ରଦତ୍ତ ଫଟୋ ଚିତ୍ରରେ ଏଥି ପାଇଁ ଯୋଗାଯୋଗ ମୋବାଇଲ୍‌ ନମ୍ବର ଦିଆଯାଇଛି ।…
Read More...

ଅକ୍‌ସିଜେନ୍‌ ଅଭାବ ହେତୁ ଜଣେ ଡାକ୍ତରଙ୍କ ସମେତ ଦିଲ୍ଲୀର ବତ୍ରା ହସ୍ପିଟାଲରେ ୧୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀର ବତ୍ରା ହସ୍ପିଟାଲରେ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ମୁଖ୍ୟଙ୍କ ସମେତ ୧୨ ଜଣ କରୋନା ସଂକ୍ରମିତ ରୋଗୀଙ୍କର ଅକ୍‌ସିଜେନ୍‌ ଅଭାବ ହେତୁ ଶନିବାର ମୃତ୍ୟୁ ଘଟିଛି । ବତ୍ରା ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ଏସ୍.ଏଲ୍. ଗୁପ୍ତା ଏହି ସୂଚନା ଦେଇଛନ୍ତି । ଅନ୍ୟ…
Read More...

୧ କୋଟି ୩୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଦୁଇ ଜଣ ବେପାରୀ ଗିରଫ

ବାଲେଶ୍ୱର : ଦିନକୁ ଦିନ ବ୍ରାଉନସୁଗାର କାରବାର ବଢି ବଢି ଚାଲିଥିବା ବେଳେ ଆଜି ପୁଣି ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ୧ କେଜି ୩୬୦ ଗ୍ରାମ ବ୍ରାଉନସୁଗର ଜବତ ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୬ ଲକ୍ଷ ଟଙ୍କା ହେବ ।…
Read More...

ପରିବା ଗାଡ଼ିରେ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ : ଜବତ କଲା ପୋଲିସ

ଜୟପୁର : ପରିବା ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଜୟପୁର ସଦର ଥାନା ପୋଲିସ ତାହା ଜବତ କରିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଗୋଟିଏ ମହିନ୍ଦ୍ରା ପିକ୍‌ଆପ, ୩ଟି ବାଇକ, ୫ଟି ମୋବାଇଲ ଫୋନ ସମେତ ନଗଦ ୧୧,୭୦୦ଟଙ୍କା ଜବତ…
Read More...

ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କାନୁପ୍ରିୟାଙ୍କ ଦେହାନ୍ତ

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଦେଶରେ ପ୍ରାଧାନ୍ୟ ବିସ୍ତାର କରି ଚାଲିଛି । ଦିନକୁ ଦିନ ମହାମାରୀ ବିଷୟରେ ଯନ୍ତ୍ରଣାଦାୟକ ଖବର ଆସୁଛି । ଗତ କିଛି ଦିନ ହେବ ଏହି ମହାମାରୀ ଯୋଗୁଁ ଦେଶ ଅନେକ ସେଲିବ୍ରିଟିଙ୍କୁ ହରାଇ ସାରିଛି । ବର୍ତ୍ତମାନ ଦୂରଦର୍ଶନର ଜଣାଶୁଣା ନ୍ୟୁଜ୍…
Read More...

ଜଜ୍‌ବା ଅନୁଷ୍ଠାନ ପକ୍ଷରୁ ଜନସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରୀ ସାରା ଦେଶକୁ କବଳିତ କରିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗର ହାତ ବଢ଼ାଇଛି ଜଜ୍‌ବା ଅନୁଷ୍ଠା । ଅନୁଷ୍ଠାନର ଅଧ୍ୟକ୍ଷ ସଫଦର ହାସିମଙ୍କ…
Read More...