Yearly Archives

2021

ପୋଲାର୍ଡଙ୍କ ବିସ୍ପୋରକ ପାଳି ବଳରେ ଚେନ୍ନାଇକୁ ୪ ୱିକେଟରେ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୭ତମ ମ୍ୟାଚରେ ରୋମାଞ୍ଚକର ଭାବେ ମୁମ୍ବାଇ ଚେନ୍ନାଇକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଆଜି ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ସୁପରକିଙ୍ଗସ ଆରମ୍ଭରୁ ଋତୁରାଜ…
Read More...

ଆଜି ରାଜ୍ୟରେ ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା…
Read More...

୫ଟି ରାଜ୍ୟରେ ମତ ଗଣନା ଆରମ୍ଭ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୋଟ ୨୯୪ ଟି ସିଟ୍ ମଧ୍ୟରୁ ୨୯୨ ଟି ଆସନରେ ଗଣନା କରାଯାଉଛି । ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକ ବଡ ଶକ୍ତି ଭାବରେ ଉଭା ହୋଇଛି ଏବଂ ମମତାଙ୍କୁ କଡ଼ା ଟକ୍କର ଦେଉଥିବା ଜଣାପଡ଼ିଛି । ଗତ ୪୦ ବର୍ଷ ମଧ୍ୟରେ କେରଳରେ…
Read More...

ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ସ୍କୁଟି ଖସି ୨ ଯୁବକ ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ଅନ୍ତର୍ଗତ ଗୁଡ଼୍ରିଗାଁରେ ଏକ ଅଭାବନିୟ ଘଟଣା ଘଟିଛି । ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ସେହି ସ୍କୁଟିରେ ଥିବା ଚାଳକ ଓ ଯାତ୍ରୀ ଏକ ପୋଲର ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ି…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୦୧୫ ନୂଆ ଆକ୍ରାନ୍ତ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ପାଖାପାଖି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୦୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୯୪୫୩ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୪୪୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସୋରଡ଼ା କଲେଜର ଇକୋନୋମିକ୍ସ ଅଧ୍ୟାପକ ଗିରଫ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଜଣେ ଅଧ୍ୟାପକ ବର୍ଷବର୍ଷ ଧରି କରୁଥିଲେ ରାସଲୀଳା, ଧରାପଡିଲେ ଜେଲଗଲେ । ଘଟଣାଟି ଘଟିଛି, ଗଞ୍ଜାମ ଜିଲ୍ଲାର ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବହୁବାର ଦୁର୍ବ୍ୟବହାର ସହ ଦୁଷ୍କର୍ମ କରିବା ଅଭିଯୋଗରେ ଆସିକା…
Read More...

ଅସହାୟ ବୃଦ୍ଧଙ୍କୁ ସହଯୋଗ କଲେ ମାହେଶ୍ୱରୀ ସଂଗଠନର ସଦସ୍ୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପୁଆ ଗ୍ରାମ ପଞ୍ଚାୟତର ଟକର୍ଲା ଗ୍ରାମର ଜଣେ ବୃଦ୍ଧଙ୍କୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ଆଜି ସାହାଯ୍ୟର ହାତ ବଢାଯାଇଛି । ତରଭା ଠାରୁ ଟକର୍ଲା ଦୂରତା ୧୬ କିମି । ବୃଦ୍ଧ ଜଣକ ହେଲେ ପରଦେଶୀ ଦୀପ (୮୨) ଭତ୍ତା ୫୦୦…
Read More...

ବଲାଙ୍ଗିରରେ କରୋନା ସଂକ୍ରମଣ ସ୍ଥିତି ଉପରମୁହାଁ : ଦୁଇଟି ଅଞ୍ଚଳକୁ କନ୍‌ଟେନ୍‌ମେଣ୍ଟ ଜୋନ ଘୋଷଣା, ଅମାନିଆଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କରୋନା ସଂକ୍ରମଣ ସ୍ଥିତି ଉପରମୁହାଁ । କଡାକଡି ହେଉଛି ପ୍ରଶାସନର ନିଷ୍ପତ୍ତି । କରୋନା ସଂକ୍ରମଣ ବଢିବା ଯୋଗୁଁ ସହରର ଦୁଇଟି ଅଂଚଳରେ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ କରିଛି ପ୍ରଶାସନ । ପ୍ରତିଦିନ ଶତାଧିକ କରୋନା ସଂକ୍ରମିତଙ୍କ ଲମ୍ବା ତାଲିକା…
Read More...

ମନ୍ତ୍ରୀ ସୁଶାନ୍ତ ସିଂଙ୍କର ପ୍ରଶଂସନୀୟ ପଦକ୍ଷେପ : କରୋନା ସଂକ୍ରମିତଙ୍କୁ ନିଜେ ଆମ୍ବୁଲାନ୍ସ ଡ୍ରାଇଭିଙ୍ଗ୍‌ କରି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦେଖିବାକୁ ମିଳିଛି ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ, ଯାହା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସୋହେଲା ବ୍ଲକର ତବଡା ଗ୍ରାମରୁ ଜଣେ ବ୍ୟକ୍ତି ଫୋନ କରି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ…
Read More...

ଯୋଗୀ ଆଦିତ୍ୟନାଥ ଶ୍ରମିକମାନଙ୍କୁ ଏକ ବଡ ଉପହାର ଦେଲେ, ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା କଭର୍‌

ଲଖ୍‌ନଉ : କରୋନା ବିପର୍ୟ୍ୟୟ ମଧ୍ୟରେ ଫେରି ଆସିଥିବା ଶ୍ରମିକମାନଙ୍କ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ପଦକ୍ଷେପ ନେଇଛନ୍ତି । ଶ୍ରମ ଦିବସ ଅର୍ଥାତ୍ ୧ ମଇରେ ପ୍ରବାସୀ / ନିବାସୀ ଶ୍ରମିକମାନଙ୍କ ପାଇଁ ସିଏମ୍‌ ଯୋଗୀ ଏକ ବଡ଼ ଉପହାର ଦେଇଛନ୍ତି । ଯୋଗୀ ସରକାର…
Read More...