Yearly Archives

2021

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦେବାଶିଷ ଦାଶ ଏବଂ ଅତିରିକ୍ତ ଜିଲ୍ଲାଶ୍ରମ ଅଧିକାରୀ କୁମାରୀ ପୀନାମାଣି ସୋରେନଙ୍କ ମିଳିତ ଉଦ୍ରମରେ…
Read More...

କରେନା ବିରୁଦ୍ଧ ଲଢେଇରେ ସାମିଲ ହେବା : ସପ୍ତାହନ୍ତ ସଟ୍‌ଡାଉନ ନିର୍ଦ୍ଦେଶ ମାନି ଘରେ ରହିବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି । ଏଥିପାଇଁ ଅଧିକ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ସପ୍ତାହନ୍ତ ସଟ୍‌ଡାଉନ୍ ନିର୍ଦ୍ଦେଶାବଳୀ ସମସ୍ତଙ୍କ ମଙ୍ଗଳ ପାଇଁ ଜାରି ହୋଇଛି । ଏଥିରେ ସହଯୋଗ କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…
Read More...

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ରାଜ୍ୟ ସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଓଡ଼ିଆ ଓ ଇଂରାଜୀ ଭାଷାର ପ୍ରଖ୍ୟାତ ଲେଖକ ପ୍ରଫେସର୍ ମନୋଜ ଦାସ ଜଣେ ଯୁଗପୁରୁଷ ଓ ତାଙ୍କ ଦେହାନ୍ତ ସହ ଏକ ଯୁଗର ଅବସାନ ଘଟିଛି । ତେବେ ମନୋଜୀୟ ଭାବସତ୍ତାର ଅନ୍ତ ନାହିଁ ବୋଲି ରାଜ୍ୟ ସ୍ତରୀୟ ‘ମନୋଜାୟନ' କାର୍ଯକ୍ରମରେ ଅତିଥିମାନେ ମତପ୍ରକାଶ କରିଛନ୍ତି ।…
Read More...

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାସେବା ବିପର୍ଯ୍ୟସ୍ତ : ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମକେସିଜି ମେଡିକାଲରୁ ସାମ୍ନାକୁ ଆସିଛି ଚିକିତ୍ସାର ବିକଳ ଚିତ୍ର । ମିଳୁନି ବେଡ, ଚଟାଣରେ ବସି ଅକ୍ସିଜେନ ନେଉଛନ୍ତି ରୋଗୀ । ଅକ୍ସିଜେନର ଅଭାବ ଜନିତ କାରଣରୁ ଅବା ରୋଗୀଙ୍କୁ ଅକ୍ସିଜେନ ଜରୁରୀ ପରିସ୍ଥିତିରେ ସଂଯୋଗ କରାଇବାରେ…
Read More...

ଅଙ୍ଗନବାଡି କେନ୍ଦ୍ର ମୁଖ୍ୟ ଫାଟକରେ ଗେଟ୍‌ ଦାବୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ମୂର୍ଷୁଣ୍ଢି ପଂଚାୟତ ଅଧିନ ହରଭଙ୍ଗା ଗ୍ରାମ ଅଙ୍ଗନବାଡି କେନ୍ଦ୍ରର ମୁଖ୍ୟ ଫାଟକରେ ଗେଟ ଲାଗି ନ ଥିବାରୁ ପ୍ରାକ ବିଦ୍ୟାଳୟ ଶିଶୁଗଣ ଅସୁରକ୍ଷିତ ଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ପାଚେରୀ ନିର୍ମାଣ ସରିଥିଲେ ମଧ୍ୟ ଗେଟ…
Read More...

କରୋନାରେ ଚାଲିଗଲେ ହୀରାପୁର ସରପଞ୍ଚଙ୍କ ସ୍ୱାମୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ହୀରାପୁର ପଂଚାୟତର ସରପଞ୍ଚ ରୀନା ବିଶିଙ୍କ ସ୍ୱାମୀ ଗୋପୀନାଥ ବିଶି(୫୦)ଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ରାତିରେ ହଠାତ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଲୋଇସିଂହା…
Read More...

ଭଞ୍ଜନଗର ଠାରେ ନକଲି ଘିଅ, ତେଲ ଶିଳ୍ପପ୍ରତିଷ୍ଠାନ ଉପରେ ଚଡ଼ାଉ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) ) : ଅସଲି ବ୍ରାଣ୍ଡରେ ନକଲି ତେଲ ଘିଅ କାରଖାନା କରିଥିବା ଏକ ବ୍ୟବସାୟୀ ପ୍ରତିଷ୍ଠାନ ବିଷୟରେ ଅଭିଯୋଗ ପାଇ ଭଞ୍ଜନଗର ଠାରେ ଏକନକଲି ଘିଅ, ତେଲ ଶିଳ୍ପପ୍ରତିଷ୍ଠାନ ଉପରେ ଆଞ୍ଚଳିକ ପୋଲିସ ଚଡ଼ାଉ କରିଥିବା ଖବର ମିଳିଛି । ପ୍ରକାଶଥାଉକି, ଭଞ୍ଜନଗର…
Read More...

ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନଙ୍କ ପଦୋନ୍ନତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସବଇନ୍ସପେକ୍ଟର ପଦବୀରୁ ପଦୋନ୍ନତି ହୋଇ ଇନ୍ସପେକ୍ଟର ହେଲେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା । ୦୮.୦୨.୨୦୨୧ରେ ଅନୁଷ୍ଠିତ କେନ୍ଦ୍ରୀୟ ଚୟନ ବୋର୍ଡ ଏବଂ ପରବର୍ତ୍ତୀ ସବ୍ ଇନ୍ସପେକ୍ଟରଙ୍କୁ ପୋଲିସ୍ ଇନ୍ସପେକ୍ଟର ପଦବୀରେ…
Read More...

କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗଣିତ ଶିକ୍ଷକ ଯୋଗେନ୍ଦ୍ର ବିଶି ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗଣିତ ଶିକ୍ଷକ ଯୋଗେନ୍ଦ୍ର ବିଶି(୪୨)ଙ୍କ ଗତ ରାତି ୩ଟା ୪୫ମି.ରେ ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । ବଲାଙ୍ଗିର ଶାନ୍ତିପଡ଼ାରେ ରହୁଥିବା ଯୋଗେନ୍ଦ୍ର ଗୁରୁଜୀ ଅସୁସ୍ଥତା ଅନୁଭବ କରି ଗତ ୨୭ ତାରିଖ ଦିନ ନିଜ ଗାଁ…
Read More...

ବିଜେଡି ଯୁବ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାରଙ୍କ ମାତୃ ବିୟୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ବିଜେଡି ଯୁବ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାରଙ୍କ ମା' ନୀଳକାନ୍ତି ବିଭାର(୬୫)ଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୫ ପୁଅ, ପୁତ୍ରବଧୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଧର୍ମପରାୟଣ, ପରୋଉପକାରୀ ଭାବରେ ସେ ପରିଚିତ ଥିଲେ ।…
Read More...