pakka

ବିଜେଡି ଯୁବ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାରଙ୍କ ମାତୃ ବିୟୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ବିଜେଡି ଯୁବ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାରଙ୍କ ମା’ ନୀଳକାନ୍ତି ବିଭାର(୬୫)ଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୫ ପୁଅ, ପୁତ୍ରବଧୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଧର୍ମପରାୟଣ, ପରୋଉପକାରୀ ଭାବରେ ସେ ପରିଚିତ ଥିଲେ । କଣ୍ଟାବାଞ୍ଜି ସ୍ଥିତ ମୁକ୍ତିଧାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟୋଷ୍ଠ ପୁତ୍ର ଅନୀଲ ବିଭାର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

10 − 4 =