Yearly Archives

2021

ବନ ବିଭାଗ ହାବୁଡ଼ରେ ୬ ମାଙ୍କଡ ଶିକାରୀ : ମାଙ୍କଡଙ୍କର ୧୦ଟି ପାପୁଲି ଓ ୨୦ଟି ଗୋଡ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ଶିଆଳିପଟ୍ଟ ସଂଗ୍ରହ କରିବା ବାହାନାରେ ଶିବିର ପକାଇ ଜଙ୍ଗଲରୁ ମାଙ୍କଡ ଶିକାର କରୁଥିବା ୬ ଜଣ ମାଙ୍କଡଙ୍କର ଶିକାରୀ ବୌଦ୍ଧ ବନବିଭାଗ ହାବୁଡ଼ରେ ପଡି ଗିରଫ ହୋଇଛନ୍ତି । ଏହାସହିତ ସେମାନଙ୍କ ନିକଟରୁ ମାଙ୍କଡର ୧୦ କିଲୋ କଞ୍ଚାମାଂସ, ୨ କିଲୋ ଶୁଖାମାଂସ, ୨୦ ଗୋଟି…
Read More...

ମହାନଦୀ ପୋଲ ଉପରେ ବାଇକ ଓ ଭ୍ୟାନ ମୁହାଁମୁହିଁ ଦୁର୍ଘଟଣା : ବାଇକ ଚାଳକର ଶୋଚନୀୟ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ଶୁକ୍ରବାର ରାତ୍ର ପ୍ରାୟ ୭. ଘଣ୍ଟା ୩୦ ମିନିଟ ସମୟରେ ବୌଦ୍ଧ – କିଆକଟା ମହାନଦୀ ପୋଲ ଉପରେ ଗୋଟିଏ ବାଇକ ଓ ଭେନ ମଧ୍ୟରେ ଧକ୍କାହେବା ଫଳରେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ କୌଣସି…
Read More...

ବାଙ୍ଗାଲୋରକୁ ହରାଇ ବିଜୟ ଧାରାକୁ ଫେରିଲା ପଞ୍ଜାବ କିଙ୍ଗସ୍

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ଆଜି ବାଙ୍ଗାଲୋର ଦଳ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ କେଏଲ ରାହୁଲଙ୍କ…
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ନୂତନ ରୋଗୀ, ୩୫୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ବିପର୍ୟ୍ୟୟ ବର୍ତ୍ତମାନ ଥମିବା ପରି ମନେ ହେଉନାହିଁ । ଶୁକ୍ରବାର ଦିନ କରୋନା ଭାଇରସ୍‌ ମାମଲା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ର ଚାରି ଲକ୍ଷରୁ ଅଧିକ ମାମଲା ଆସିଛି । ଏହାପୂର୍ବରୁ କେବଳ ଆମେରିକାରେ ଗୋଟିଏ ଦିନରେ ଚାରି…
Read More...

କୋରନା ମହାମାରୀରୁ ତ୍ରାହି ନିମନ୍ତେ ଗଞ୍ଜାମ ଜିଲ୍ଲାର ପଲ୍ଲୀବହୁଳ ସମାଜରେ ଚାଲିଛି ଭକ୍ତିବାଦର ସୂତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋଉଠି ନା କୋଉଠି ଚାଲିଛି ଭକ୍ତିବାଦର ବହୁଳ ପ୍ରଚଳନ । ଦେଶରେ ଶାନ୍ତିର ବାର୍ତ୍ତା ବହନ ଓ କୋରନା ମହାମାରୀରୁ ମାନବ ସମାଜ ମୁକୁଳିବା ଉଦ୍ଦେଶ୍ୟରେ ଚାଲିଛି ମନ୍ଦିର ପ୍ରକୋଷ୍ଠରେ ହୋମ, ଷୋଡଶ ପୂଜାର୍ଚ୍ଚନା ଏବଂ ଭକ୍ତିବାଦର ସୂତ୍ର…
Read More...

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି । ରାଉରକେଲା କୋଭିଡ଼ ହେଲ୍‌ପ୍‌ ଲାଇନ୍‌ ନମ୍ବର ୧୮୦୦୩୪୫୭୪୬୮ ରହିଥିବା ବେଳେ ଆଇଜିଏଚ୍‌ ରାଉରକେଲାର ୮୮୯୫୫୦୩୪୪୮, ରାଉରକେଲା ଆର୍‌ଜିଏଚ୍‌ର ୯୩୩୭୦୩୮୮୧୯,…
Read More...

ପ୍ରସିଦ୍ଧ ସୀତାର ବାଦକ ପଦ୍ମଭୂଷଣ ଦେବୁ ଚୌଧୁରୀଙ୍କ କରୋନା ସଂକ୍ରମଣ ହେତୁ ମୃତ୍ୟୁ : ଦିଲ୍ଲୀରେ ଚିକିତ୍ସା ଚାଲିଥିଲା

ନୂଆଦିଲ୍ଲୀ : ପ୍ରସିଦ୍ଧ ସୀତାର ବାଦକ ପଦ୍ମଭୂଷଣ ପଣ୍ଡିତ ଦେବବ୍ରତ ଚୌଧୁରୀ(ଦେବୁ ଚୌଧୁରୀ)ଙ୍କ କରୋନା ସଂକ୍ରମଣରେ ପୀଡିତ ହେବା ପରେ ଆଜି ସକାଳେ ମୃତ୍ୟୁ ଘଟିଛି । ତାଙ୍କୁ ୮୫ ବର୍ଷ ହୋଇଥିଲା। ପଣ୍ଡିତ ଦେବୁ ଚୌଧୁରୀଙ୍କ ନିକଟତମ ସଂଗୀତଜ୍ଞ ଜଫର ମିର୍ଜା ନିଆଜୀ କହିଛନ୍ତି ଯେ, ଶନିବାର ଦିନ…
Read More...

ଡାକ୍ତରଖାନାର କୋଭିଡ କେୟାର ୱାର୍ଡରେ ଅଗ୍ନିକାଣ୍ଡ : ୧୮ ଜଣଙ୍କ ମୃତ୍ୟୁ

ଭରୁଚ : ଗୁଜୁରାଟର ଭରୁଚରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏଠାରେ ଥିବା ଏକ ଡାକ୍ତରଖାନାରେ କୋଭିଡ କେୟାର ୱାର୍ଡରେ ଅଗ୍ନିକାଣ୍ଡ ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ରାତି ପ୍ରାୟ ୧୨.୩୦ ସମୟରେ କୋଭିଡ ୱାର୍ଡରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ…
Read More...

ଦିନକରେ ୧୦ ହଜାର ଡେଇଁଲା ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୧୦,୪୧୩ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଶୀର୍ଷରେ,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅସମ୍ଭାଳ ସ୍ଥିତିକୁ ଆସୁଛି ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୪୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭୦୮୬ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୮୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୫୨୬ ଜଣ ଆଂଚଳିକ…
Read More...

ପଦ୍ମପୁର ସଟ୍‌ ଡାଉନ ଷ୍ଟ୍ରାଟେଜି ବଦଳିବା ଜରୁରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କର କୋଭିଡ ଗାଇଡ ଲାଇନ ଅନୁସାରେ, ପଦ୍ମପୁର ସହରକୁ ପ୍ରଶାସନ ତରଫରୁ ସଟ୍‌ଡାଉନ ଘୋଷଣା କରାଯାଇଥିଲା । ସକାଳ ୫ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲା ଯାଉଥିଲା । ଶନିବାର ଓ ରବିବାର କେତୋଟି ନିତ୍ୟ…
Read More...