ବୁଢିମା ମନ୍ଦିରର ରତ୍ନମୁଦ କାର୍ଯ୍ୟ ସଂପନ୍ନ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଢେରାପଡା ଠାରେ ନବନିର୍ମିତ ବୁଢିମା ମନ୍ଦିରର ରତ୍ନମୁଦ ଉତ୍ସବ ଗତକାଲି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ସମାପନ ହୋଇଛି । ଏଥିପାଇଁ ଗତକାଲି ସକାଳୁ ପବିତ୍ର ମହାନଦୀର ତେନ୍ତୁଳି ଘାଟଠାରେ ପୂଜାର୍ଚ୍ଚନା ପରେ ଏକ ବିରାଟ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା ସହ!-->…
Read More...
Read More...