Browsing Tag

special article

ଶରତ ଋତୁରେ ଶରତଙ୍କୁ ବିଦାୟ

ସୁରେନ୍ଦ୍ର ହୋତା, ସାମ୍ବାଦିକ, ବରଗଡ଼ ଶରତ ଋତୁରେ ପାର୍ବଣର ଆଗମନ ଠିକ ପୂର୍ବରୁ ବରଗଡ଼ ସହରରୁ ଚିରଦିନ ପାଇଁ ଶରତ ଉଭେଇ ଗଲେ । ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏ ଶରତ କିଏ ? ତାଙ୍କ କଣ କିଛି ସ୍ୱାତନ୍ତ୍ରତା ଥିଲା ଯେ, ତାଙ୍କ ସମ୍ପର୍କରେ ଫେସବୁକରେ ଚର୍ଚ୍ଚା ହେଉଛି । ସହରରେ ଅନେକ
Read More...

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ଦେବାଶିଷ ପଟ୍ଟନାୟକ ଭାରତ ଏକ କୃଷିପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଛି । କେଉଁ ଆବହମାନ କାଳରୁ ଭାରତବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ନୂଆଁ ଅନ୍ନ ପୂଜା ମହାନ ପର୍ବ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ
Read More...

ସୌହାର୍ଦ୍ଦ୍ୟର ପର୍ବ ନୂଆଁଖାଇ

ଡକ୍ଟର ଲକ୍ଷ୍ମଣ ମେହେରଜୀବନ ନିର୍ବାହର ମୂଳଦୂଆ ହେଉଛି ଅନ୍ନ । ଏଥିପାଇଁ କୃଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାଟି ବିନା କୃଷିକାର୍ଯ୍ୟ ଅସମ୍ଭବ । ପଶ୍ଚିମ ଓଡ଼ିଶା କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏହାର ପର୍ବପର୍ବାଣିଗୁଡ଼ିକ ମୁଖ୍ୟତଃ କୃଷିଭିତ୍ତିକ । ବିଭିନ୍ନ ପର୍ବ ମଧ୍ୟରେ ନୂଆଖାଇ ଏକ
Read More...

କୃତଜ୍ଞତା ଓ ଭାଇଚାରାର ପର୍ବ ନୂଆଁଖାଇ

ଅଧ୍ୟାପକ କୌତୁକ ପନ୍ଦର “ଅନ୍ନ ବିହୁନେ ହଂସ ହାନିଯୋଗ ସାଧିବୁ କାହା ଘେନି ।।”(ଭାଗବତ, ଜଗନ୍ନାଥ ଦାସ) ମନୁଷ୍ୟ ସଭ୍ୟତାର ପ୍ରାକ୍‌ କାଳରୁ ବଂଚିବା ସକାଶେ ତା’ର ମୌଳିକ ଆବଶ୍ୟକତା ନିତାନ୍ତ ଜରୁରୀ । ତା’ ଭିତରୁ ଖାଦ୍ୟ ହେଉଛି ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏହା
Read More...

ସବୁ ମଙ୍ଗଲ୍‌ ହିଁ ମଙ୍ଗଲ୍‌

ବ୍ଲଡ଼୍‌ ପ୍ରେସର୍‌ ବଢ଼ିଗଲା । ୨୦୦/୧୨୦ । ଯେତେ ଉଷୋ ଖାଏଲେ ବି ଘୁଚ୍‌ଲା ନେଇଁ । ଟିକେ ରଚେ ଘୁଚ୍‌ଲେ ବି ନର୍‌ମାଲ୍‌ ନେଇଁ ହେଲା । ମହା ମୁସ୍‌କିଲ୍‌ ଅବସ୍ଥା । ନର୍‌ମାଲ୍‌ ନେଇଁ ହେଲେ ତ' କଥା ସର୍‌ଲା । କିଛି ବି ଘଟିପାରେ । ସମିଆଁ ଥଉ ଥଉ କିଛି ଗୁଟେ ପଦକ୍ଷେପ୍‌ ନେବାର୍‌ କେ ହିଁ
Read More...