Daily Archives

ଗଞ୍ଜାମ ଜିଲ୍ଲାରେ ଦଣ୍ଡବିଧାନ ଯାତ୍ରା ଓ ମା’ ତାରାତାରିଣୀଙ୍କ ଯାତ୍ରାରେ ଅଧିକ କଟକଣା ଲାଗିଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ବ୍ରହ୍ମପୁରରେ ଆଜି ଠାରୁ ଯାଞ୍ଚ କରାଗଲା ହେଲମେଟ ପିନ୍ଧା ସହ ମାସ୍କ ପରିଧାନ । ମାସ୍କ ପରିଧାନ ନକରିଥିଲେ ପ୍ରତ୍ୟେକଙ୍କ ଠାରୁ ୨ ଶହ ଟଙ୍କା ଜୋରିମାନା ଆଦାୟ କରାଯାଉଛି । କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ପଞ୍ଚସୂତ୍ର ନିୟମ ଉପରେ ଅଧିକା ଗୁରୁତ୍ୱ
Read More...

ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଗ୍ରାମକୁ ‘ଡାକ ପଞ୍ଚ ତାରକା ଗ୍ରାମ’ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଗ୍ରାମକୁ ବଲାଙ୍ଗିର ଡାକ ଅଧୀକ୍ଷକ‌ଙ୍କ ଉପସ୍ଥିତିରେ 'ଡାକ ପଞ୍ଚ ତାରକା ଗ୍ରାମ' ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ କପିଳ ନନ୍ଦ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ଉତ୍କୃଷ୍ଟ ସେବା ଯୋଗାଇ
Read More...

ପିପିଲି ଉପ-ନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ

ଭବନେଶ୍ୱର, (କେପିଏନ୍‌ଏସ୍‌) : ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନଷ୍ଠିିତ ହେବାକୁ ଥିବା ଉପ-ନିର୍ବାଚନ ନିମନ୍ତେ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଗତ ତା.୩୦.୦୩.୨୦୨୧ରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଆୟୋଜିତ ହେଲା ନିଯୁକ୍ତି ମେଳା

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ଼୍‌ଡ୍ଡୀ) : କୋରୋନା କାଳରେ ନିଯୁକ୍ତି ମେଳା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂଙ୍ଘ ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଗୋପାଳପୁର ପୋର୍ଟ ପକ୍ଷରୁ ପୂରାତନ ଛାତ୍ରଛାତ୍ରୀ ମାନଙ୍କ
Read More...

ଘଞ୍ଚ ଜଙ୍ଗଲରୁ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ, ଶିକାରୀ ଚମ୍ପଟ୍

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ରାଇକିଆ ବନ ବିଭାଗ
Read More...

ଓସିଏ ଭିଜନ ୨୦୨୪ : ନାଏକ ଏକାଡେମୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧିଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ନାଏକ କ୍ରିକେଟ ଏକାଡେମୀର(ଏ) ଦଳ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ନାଏକ ଏକାଡେମୀ ଓ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ
Read More...

ଜାତୀୟ ପଂଚାୟତ ପୁରସ୍କାର ପାଇଁ କଂଟାମାଲ ମନୋନୀତ

ବୌଦ୍ଧ, (ମମତା ମହାକୁର) : ଭାରତ ସରକାରଙ୍କର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଭଲ କାମ କରିବା ସହ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଦେଇଥିବା ଆଧାରରେ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ମନୋନୀତ କରିଥିବା ଜଣାପଡିଛି କ୍ଷ ଏ
Read More...

ବୌଦ୍ଧ ଜିଲ୍ଲାରେ କାଳ ବୈଶାଖୀ ବର୍ଷା ଓ କୁଆପଥର ମାଡ଼

ବୌଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଅଂଚଳରେ ଆଜି ଅପରାହ୍ନରେ କାଳ ବୈଶାଖୀବର୍ଷା ଓ କୁଆପଥର ମାଡ଼ ହୋଇଛି । କୁଆପଥର ମାଡରେ ପନିପରିବା ଚାଷ ନଷ୍ଟ ହୋଇଛି । କୁଆପଥର ମାଡରେ ଅନେକ ଆଜବେଷ୍ଟସ ଘର ମଧ୍ୟ ଭଂଗି ଯିବା ସହ ଅନେକ କ୍ଷୟକ୍ଷତି ହୋଇଯାଇଛି, ବିଶେଷ
Read More...

ତୃତୀୟ ଦିନରେ ବିଙ୍ଗ ହ୍ୟୁମାନର ସ୍ୱେଚ୍ଛାକୃତ ରକ୍ତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନା ସମୟ, ପୁଣି ପ୍ରଚଣ୍ଡ ଖରା । ଏହି ସମୟରେ ବଲାଙ୍ଗିର ରକ୍ତ ଭଣ୍ଡାରରେ ରକ୍ତଭାବ ଦେଖାଦେଇଥିଲା । ଏହାକୁ ଆଖି ଆଗରେ ରଖି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରତିଦିନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ କରାଯାଇଛି । ଆଜି
Read More...

୧୫ ନୂଆ ଆକ୍ରାନ୍ତ ଚିହ୍ନଟ ଆଜି ବଲାଙ୍ଗିର ଜିଲ୍ଲାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ଜଣେ ଚିହ୍ନଟ ହେ।।ଇଥିବା ବେଳେ ବେଲପଡ଼ା ବ୍ଲକ ଦର୍‌ଲିପାଲି ଗ୍ରା.ପ.ରୁ ୨ ଜଣ ଏବଂ କନ୍ଧେନଝୁଲା ଗ୍ରା.ପ.ରୁ
Read More...
error: Content is protected !!